6 ଜିଉଦା ମିସା ରାଜି ଅଇଲା ଆରି ଲକ୍ମନର୍ ନ ଜାନ୍ତେ ଜିସୁକେ ଦାରାଇଦେବାକେ ସୁଜଗ୍ କଜ୍ତେରଇଲା ।
ମାତର୍ ସେମନ୍ କଇଲାଇ, “ଆମେ ପରବ୍ ବେଲେ ଏ କାମ୍ କର୍ବାଟା ଟିକ୍ ନଏଁ । ସେ ବେଲେ ଲକ୍ମନ୍ ଗଣ୍ଡ୍ଗଲ୍ ମିସା କରିପାରତ୍ ।”
ମାତର୍ ସେମନ୍ କଇଲାଇ, “ପରବ୍ ଦିନ୍ମନ୍କେ ତାକେ ବନ୍ଦିକରି ନଏଁ । କାଇକେବଇଲେ ଲକ୍ମନ୍ ଗଣ୍ଡ୍ଗଲ୍ କର୍ବାଇ ।”
ସେଟାର୍ପାଇ ସେ ଲକ୍ମନ୍ ବେସି ସାର୍ଦା ଅଇକରି ତାକେ ଡାବୁ ଦେବାକେ ରାଜି ଅଇଲାଇ ।
ତାର୍ପଚେ ନିସ୍ତାର୍ ପରବର୍ ବଜି କରି ମେଣ୍ଡାପିଲା ମାର୍ବା ଦିନ୍ ଆଇଲା ।