ଲୁକ୍ 22:52 - ସତିଅର୍ ବାଟ୍ ନୁଆ ନିୟମ୍ 202052 ଜିସୁ ତାକେ ବନ୍ଦି କର୍ବାକେ ଆଇଲା ମୁକିଅ ପୁଜାରିମନ୍କେ, ମନ୍ଦିର୍ ଜାଗି ରଇବା ସେନାପତିମନ୍କେ ଆରି ପାର୍ଚିନ୍ମନ୍କେ କଇଲା, “ମୁଇ କାଇ ଡାକୁ କି ? ମକେ ଦାର୍ବାକେ ବଡ୍ ବଡ୍ ଟେଙ୍ଗ୍ ଆରି କାତିକାଣ୍ଡା ଦାରି ଆସି ଆଚାସ୍ । အခန်းကိုကြည့်ပါ။ |