49 ସେ ବିରଦି ଲକ୍ମନ୍ ଜିସୁକେ ବନ୍ଦିକରି ଦାରିଜିବାଇ ବଲି ସିସ୍ମନ୍ ଜାନ୍ଲାଇ । ସେବେଲାଇ ସିସ୍ମନ୍ ଜିସୁକେ ପାଚାର୍ଲାଇ, “ଏ ମାପ୍ରୁ, ଆମର୍ କାଣ୍ଡା ବେଟ୍ବୁ କି ?”
ସିମନ୍ ଜିସୁକେ କଇଲା, “ଏ ମାପ୍ରୁ, ଦେକା ଆମର୍ ବିତ୍ରେ ଜଡେକ୍ କାଣ୍ଡା ଆଚେ ।” ଜିସୁ କଇଲା, “ସେତ୍କି ଅଇସି ।”
ଜିସୁ ଜିଉଦାକେ ପାଚାର୍ଲା, “ଏ ଜିଉଦା ପର୍ମେସର୍ତେଇ ଅନି ଆଇଲା ନର୍ପିଲା ମକେ, ତୁଇ ବିରଦି ଲକ୍ମନ୍କେ ଚୁମିକରି ଦାରାଇଦେଲୁସ୍ନି କି ?”
ସିସ୍ମନର୍ ବିତ୍ରେଅନି ଗଟେକ୍ ଲକ୍, ବଡ୍ ପୁଜାରିର୍ ଗତିଦାଙ୍ଗ୍ଡାର୍ ଉଜା କାନ୍ ଚିଡ୍ତେ କାଟିପାକାଇଲା ।