ଲୁକ୍ 22:47 - ସତିଅର୍ ବାଟ୍ ନୁଆ ନିୟମ୍ 202047 ଜେଡେବଲ୍ ଜିସୁ ଏ କାତା କଇତେରଇଲା ଗାଦି ଲକ୍ମନ୍ ତେଇ ଆଇଲାଇ । ଜିସୁର୍ ବାର୍ଟା ସିସ୍ମନର୍ ବିତ୍ରେଅନି ଜିଉଦା ନାଉଁର୍ ସିସ୍, ସେମନର୍ ଆଗ୍ତୁ ଅଇ ସେମନ୍କେ ଡାକିଆନ୍ଲା, । ଆରି ଜିସୁକେ ଚୁମିକରି ସେମନ୍କେ ଚିନାଇଦେଲା । အခန်းကိုကြည့်ပါ။ |