39 ତେଇଅନି ଜିସୁ ଗଡ୍ ଚାଡି ଆଗ୍ତୁର୍ ଅବିଆସ୍ ଇସାବେ ଜିତ୍ନାଉଁର୍ ଡଙ୍ଗ୍ରେ ପାର୍ତନା କର୍ବାକେ ଗାଲା । ସିସ୍ମନ୍ ମିସା ତାର୍ ସଙ୍ଗ୍ ରଇଲାଇ ।
ଜିସୁ ଆରି ତାର୍ ସିସ୍ମନ୍ ଜିରୁସାଲାମ୍ ଲଗାଲଗି ଅଇ କଣ୍ଡେକ୍ ଦୁର୍ ଜାଇ ଡଙ୍ଗର୍ଲଗେ ରଇଲା ବେତ୍ପାଗି ଆରି ବେତିନିଆ ନାଉଁର୍ ଗାଏଁ କେଟ୍ଲାଇ । ତାର୍ ଦୁଇଟା ସିସ୍ମନ୍କେ ଆଦେସ୍ ଦେଇ କଇଲା,
ତାର୍ପଚେ ସେମନ୍ ଦନିଅବାଦର୍ ଗିତ୍ ଗାଇ ଗାଇ କରି ଜିତ୍ନାଉଁର୍ ପର୍ବତେ ଗାଲାଇ ।
ତାର୍ପଚେ ଜିସୁ ଜିରୁସାଲାମ୍ ଆସିକରି ପର୍ମେସରର୍ ଗର୍ ବିତ୍ରେ ପୁର୍ଲା । ଆରି ଚାରିବେଡ୍ତି ରଇଲା ସବୁ ଜିନିସ୍ମନ୍ ନିମାନ୍ କରି ଦେକ୍ଲା । ସେ ବେଲା ବେସି ଅଲ୍ସମ୍ ଅଇଗାଲାଜେ, ସେ ବାର୍ଟା ସିସ୍ମନର୍ ସଙ୍ଗ୍ ବେତ୍ନିଆ ନାଉଁର୍ ଗାଏଁ ଉଟିଜାଇକରି ତେଇ ରଇଲା ।
ଆରି ସେଦିନର୍ ସଞ୍ଜ୍ ଅଇଲାକେ ଜିସୁ ଆରି ତାର୍ ସିସ୍ମନ୍ ଜିରୁସାଲାମ୍ ନଅରେଅନି ବାରଇକରି ଉଟିଗାଲାଇ ।
ତାର୍ପଚେ ଜିସୁ ପର୍ମେସରର୍ ଗରର୍ ମୁଆଟେ ରଇଲା ଜିତ୍ ନାଉଁର୍ ଗଚ୍ମନ୍ ରଇବା ଡଙ୍ଗ୍ରେ ବସିରଇଲା । ସେବେଲା ପିତର୍, ଜାକୁବ୍, ଜଅନ୍ ଆରି ଆନ୍ଦ୍ରିୟ, କେ ନ ରଇଲାବେଲେ ତେଇ ଆସିକରି ତାକେ ପାଚାର୍ଲାଇ ।
ସବୁ ସିସ୍ମନ୍ ମିସିକରି ପର୍ମେସର୍କେ ଦନିଅବାଦର୍ ଗିତ୍ ଗାଇ ଗାଇ କରି ଜିତ୍ ନାଉଁର୍ ପର୍ବତେ ଗାଲାଇ ।
ଜିସୁ ସେ ଦିନ୍ମନ୍କେ ମନ୍ଦିରେ ଜାଇ ନିମାନ୍ କାତା ସିକାଇ ଦେଇତେ ରଇଲା । ଆରି ତାର୍ ସିସ୍ମନର୍ ସଙ୍ଗ୍ ସବୁ ରାତି ବାରିଜାଇ ଜିତ୍ ନାଉଁର୍ ଡଙ୍ଗ୍ରେ ବିତାଇତେ ରଇଲା ।