37 ମୁଇ ତମ୍କେ କାଇକେ କଇଲିନି ‘ସେ ଅପରାଦିମନର୍ ସଙ୍ଗ୍ ସମାନ୍ ଦସା ପାଇଲା’ ବଲି ସାସ୍ତରେ ଲେକା ଅଇଲା କାତା ସିଦ୍ ଅଇବାକେ ଗାଲାନି ।”
କୁର୍ସେ ଜିସୁର୍ ସଙ୍ଗ୍ ଆରି ଦୁଇଟା ଚର୍ମନ୍କେ, ତାର୍ ଉଜାବାଟେ ଗଟେକ୍କେ, ଡେବ୍ରି ବାଟେ ଆରିଗଟେକ୍କେ ଚଗାଇରଇଲାଇ ।
ସେ ବୁଲ୍ କଲା ଲକ୍ମନର୍ ବିତ୍ରେଅନି ଗଟେକ୍ ଲକ୍ ବଲି, ଇସାବ୍ ଅଇଲା ବଲିକରି ପର୍ମେସରର୍ ସାସ୍ତରେ ଲେକାଅଇରଇବା ବିସଇ ସିଦ୍ ଅଇଲା ।
ତାର୍ ପଚେ ଜିସୁ ତାର୍ ବାର୍ଟା ସିସ୍ମନ୍କେ ବିନେ ଡାକିନେଇ କଇଲା, “ସୁନା ! ଆମେ ଜିରୁସାଲମେ ଗାଲୁନି, ଜନ୍ବେଲା ଆମେ କେଟ୍ବୁ ସେବେଲା ପର୍ମେସର୍ ଟାନେଅନି ଆଇଲା ନର୍ପିଲା, ମର୍ ବିସଇ ନେଇ ବବିସତ୍ବକ୍ତାମନ୍ ଲେକି ରଇଲା ସବୁ ବିସଇ ପୁରାପୁରୁନ୍ ଅଇସି ।
ପର୍ମେସରର୍ଟାନେଅନି ଆଇଲା ନର୍ପିଲା ମୁଇ, ସେ ଜେନ୍ତି ଜଜ୍ନା କଲାଆଚେ, ସେନ୍ତାରିସେ ମର୍ବାକେ ଅଇସି । ମାତର୍ ଜନ୍ ଲକ୍ ମକେ ବିସ୍ବାସେ ବିସ୍ ଦେଲାପାରା ବିରଦିମନର୍ ଆତେ ଦାରାଇ ଦେଇସି, ତାକେ ବେସି ଡଣ୍ଡ୍ ମିଲ୍ସି ।”
ଆରି ସେ କଇଲା, “ମାତର୍ ଏବେ ତମ୍କେ କଇଲିନି, ବେସ୍ନି କି ମୁନା ରଇଲେ ନିଆ । ଆରି ଜାକେ କାଣ୍ଡା ନାଇ, ସେ ପିନ୍ଦ୍ବାଟା ବିକି କାଣ୍ଡା ଗେନ ।
ଜିସୁ ତାକେ ବନ୍ଦି କର୍ବାକେ ଆଇଲା ମୁକିଅ ପୁଜାରିମନ୍କେ, ମନ୍ଦିର୍ ଜାଗି ରଇବା ସେନାପତିମନ୍କେ ଆରି ପାର୍ଚିନ୍ମନ୍କେ କଇଲା, “ମୁଇ କାଇ ଡାକୁ କି ? ମକେ ଦାର୍ବାକେ ବଡ୍ ବଡ୍ ଟେଙ୍ଗ୍ ଆରି କାତିକାଣ୍ଡା ଦାରି ଆସି ଆଚାସ୍ ।
ଜିସୁର୍ ସଙ୍ଗ୍ ଆରି ଦୁଇଟା ବଡ୍ ବୁଲ୍ କରିରଇବା ଲକ୍ମନ୍କେ ମିସା ମରାଇବାକେ ନେଲାଇ ।
ଜିସୁ ମସାର୍ ବଇତେଇଅନି ଆରି ବିନ୍ ବିନ୍ ବବିସତ୍ବକ୍ତାମନ୍ ଲେକିରଇଲା କାତାଇ ଅନି ଆରାମ୍ କରି ସବୁ ଦରମ୍ ସାସ୍ତରେ ତାର୍ ଜେତ୍କି ବିସଇ ଲେକା ଅଇରଇଲା, ସେ ସବୁ ସେମନ୍କେ ବୁଜାଇଦେଲା ।”
ଆମେ ଜାନୁ ସାସ୍ତରର୍ ବାକିଅ ସବୁ ଦିନର୍ ପାଇ ସତ୍ । ପର୍ମେସରର୍ ବାକିଅ ଜନ୍ଲକ୍ମନ୍ ଜାନିଆଚତ୍, ସେମନ୍କେ ପର୍ମେସର୍ ବଲି କୁଆ ଅଇଲାଆଚେ ।
ତମେ ମକେ ଜନ୍ କାମ୍ମନ୍ କର୍ବାକେ ଦେଇଆଚାସ୍, ସେଟା ମୁଇ ସାରାଇ କରି, ଏ ଦୁନିଆଇ ତମ୍କେ ଡାକ୍ପୁଟା କରିଆଚି ।
କିରିସ୍ଟକେ କାଇ ପାପ୍ ନ ରଇଲା । ମାତର୍ ଆମର୍ ପାପର୍ ପାଇ ଆକା ସେ ଡଣ୍ଡ୍ ପାଅ ବଲି ପର୍ମେସର୍ ଟିକ୍ କଲା । କିରିସ୍ଟ ସଙ୍ଗ୍ ମିସ୍ଲାର୍ପାଇ ଏବେ ପର୍ମେସର୍ ଆମ୍କେ ଦରମ୍ ଲକ୍ ଇସାବେ ଦେକ୍ଲାନି ।
ଆମେ କେ ମିସା ନିୟମର୍ ସବୁ ଆଦେସ୍ ମାନି ନାପାରୁ । ସେଟାର୍ପାଇ ଆମେ ସବୁ ଡଣ୍ଡ୍ ପାଇବାର୍ ରଇଲା । ମାତର୍ କିରିସ୍ଟ ଆମର୍ ସାଇପ୍ ନିଜେ ନେଲା ଆରି ନିୟମର୍ ସାଇପେଅନି ଆମ୍କେ ମୁକ୍ଲାଇଲା । ଦରମ୍ ସାସ୍ତରେ ଲେକାଆଚେ, ଜେ ଗଚେ ଉଚ୍କିଅଇ ମର୍ସି, ସେ ପରମେସରର୍ତେଇ ଅନି ସାଇପ୍ ପାଇଲା ଲକ୍ !