29 ମର୍ ବାବା ପର୍ମେସର୍ ଜେନ୍ତି ସାସନ୍ କର୍ବାକେ ମକେ ତାର୍ ରାଇଜର୍ ଅଦିକାର୍ ଦେଲା ଆଚେ, ସେନ୍ତି ମୁଇ ମିସା ତମ୍କେ ଅଦିକାର୍ ଦେବି ।
ମୁଇ ସତ୍ କଇଲିନି, ସେନ୍ତାରି ଦାଙ୍ଗ୍ଡାକେ ସାଉକାର୍ ଗଟେକ୍ ଦିନେ ତାର୍ ସବୁ ଦନ୍ ସଁପତିର୍ ଦାଇତ୍ ଦେଇ ଦେଇସି ।
ସାଉକାର୍ ସାର୍ଦା ଅଇ ତାକେ କଇଲା, “ ଟିକ୍ କରିଆଚୁସ୍, ତୁଇ ମର୍ କେଡେକ୍ ନିକ ଆରି ବିସ୍ବାସ୍ ରଇବା ଚାକର୍ ! ତମେ ବିସ୍ବାସ୍ ସଙ୍ଗ୍ ଉନା ଦନ୍ କାର୍ବାର୍ କରି ରଇଲାର୍ ପାଇ ତମ୍କେ ବେସି ଦନ୍ ଚାଡିଦେବି । ଆଉ ମର୍ ସଙ୍ଗ୍ ସାର୍ଦା କର୍ ।”
ତାର୍ ପଚେ ମର୍ ଉଜାବାଟେ ରଇଲା ଲକ୍ମନ୍କେ ମୁଇ କଇବି, “ଆସା, ତମ୍କେ ମର୍ ବାବା ଆସିର୍ବାଦ୍ କଲାଆଚେ । ଦୁନିଆ ତିଆର୍ଅଇଲା ବେଲେଅନି ଜନ୍ ରାଇଜ୍ ତମର୍ ପାଇ ତିଆର୍ ଅଇଲା ଆଚେ, ଆସା, ତେଇ ଜାଇ ପୁରା ।
ଜିସୁ ସେମନର୍ ଲଗେ ଜାଇ କଇଲା, “ସରଗ୍ ଆରି ମଚ୍ପୁରର୍ ସବୁ ଅଦିକାର୍ ମକେ ଦିଆଅଇଲା ଆଚେ ।
ଜନ୍ ଲକ୍ମନ୍ ପର୍ମେସରର୍ ମନ୍ କଲା ଇସାବେ କାମ୍ କରି ଦୁକ୍ କସ୍ଟ ପାଇବାଇ, ସେମନର୍ କେଡେକ୍ ନିକ କରମ୍, କାଇକେବଇଲେ ସରଗ୍ ରାଇଜ୍ ତାକର୍ଟା ।
“ଜନ୍ ଲକ୍ମନ୍ ଆତ୍ମାଇ କାକୁର୍ତି ଅଇଆଚତ୍, ସେମନର୍ କେଡେକ୍ ନିକ କରମ୍, କାଇକେବଇଲେ ସରଗ୍ ରାଇଜ୍ ତାକର୍ଟା ।”
ଏ ଉନା ମେଣ୍ଡାରାସି, ଡରାନାଇ, କାଇକେବଇଲେ ତମର୍ ବାବା ତମ୍କେ ତାର୍ ରାଇଜ୍ ଦେବାକେ ମନ୍କଲାଆଚେ ।
ସେ ରାଜା ସାର୍ଦା ଅଇ ତାକେ କଇଲା “ତୁଇ ନିକ ଦାଙ୍ଗ୍ଡା, ଅଲପ୍ ବିସଇ ଦାଇତ୍ ନେଇ କାମ୍ କଲୁସ୍ । ସେଟାର୍ପାଇ ମୁଇ ତକେ ଦସ୍ଟା ଗଡ୍ ଉପ୍ରେ ସାସନ୍ କର୍ବାକେ ସର୍ପି ଦେଲିନି ।”
ଜେ ପାଲାଇବାଟାନେ ବାଗ୍ ନେଇସି, ସେ ଅବିଆସ୍ କରି, ତାର୍ ଗାଗଡ୍ ଡାଟ୍ କରିରଇସି । ଆରି ସେ ଦାପେ ନସିଜିବା ପୁରୁସ୍କାର୍ ମିଲାଇବାକେ ସେଟା କର୍ସି । ମାତର୍ ଆମେ, କେବେ ମିସା ନ ନସ୍ବା ପୁରୁସ୍କାର୍ ପାଇବାକେ, ସେଟା କଲୁନି ।
ଏଟାର୍ଲାଗି ତମର୍ଟାନେ ଆସା କର୍ବାଟା ଡାଁଟ୍ ଅଇଲାଆଚେ । କାଇକେବଇଲେ, ଆମେ ଜାନିଆଚୁ, ଆମ୍କେ ଦୁକ୍ କସ୍ଟ ଆଇଲେ ମିସା ମୁର୍ଚିକରି ଆଚୁ, ତମେ ମିସା ସେନ୍ତାରି ମୁର୍ଚିକରି ଆଚାସ୍ । ଜେନ୍ତାରି କି ପର୍ମେସର୍ ଟାନେଅନି ଆମେ ସାଇଜ ମିଲାଇଆଚୁ । ସେନ୍ତାରିସେ ତମେ ମିସା ସାଇଜ ମିଲାଇଆଚାସ୍ ।
ଜଦି ଆମେ ମୁର୍ଚିକରି ରଇବୁ ତେବେ ତାର୍ ସଙ୍ଗ୍ ସାସନ୍ ମିସା କର୍ବୁ । ଆମେ ଜଦି ତାକେ ନ ନାମୁ, ସେ ଆମ୍କେ ମିସା ନ ନାମେ ।
ଏ ମର୍ ଆଲାଦର୍ ମଇତର୍ମନ୍ ସୁନା, ପର୍ମେସର୍ ଏ ଜଗତର୍ ଅର୍କିତ୍ ଲକ୍ମନ୍କେ ବାଚି ଆଚେ । ସେମନ୍ ତାକେ ବିସ୍ବାସ୍ କର୍ବାଇ ଆରି ତାର୍ ରାଇଜେ କେଟ୍ବାଇ । ତାକେ ଆଲାଦ୍କର୍ବା ସବୁ ଲକ୍କେ ସେ ରାଇଜ୍ ଦେବିବଲି କାତା ଦେଏ ନାଇ କି ?
ଆରି ଜେଡେବେଲେ ଜିସୁକିରିସ୍ଟ ଜେ କି ସବୁ ବିସ୍ବାସିମନର୍ ବଡ୍ ନେତା ଦେକାଇ ଅଇସି, ଉଜଲ୍ ଉନା ନ ଅଇବା ଡାକ୍ପୁଟାର୍ ପୁରୁସ୍କାର୍ ତମ୍କେ ଦେଇସି ।
ବାର୍ଟା ମୁଲ୍ ପାକ୍ନାଇ ସେ ନଗରର୍ କତି ଉଟାଇରଇଲାଇ । ଆରି ସେ ପାକ୍ନା ଉପ୍ରେ ମେଣ୍ଡାପିଲାର୍ ବାର୍ଟା ପେରିତ୍ ମନର୍ ନାଉଁ ଲେକା ଅଇରଇଲା ।