24 ତାର୍ ପଚେ ସେମନର୍ ବିତ୍ରେଅନି କେ ବଡ୍ ବଲି ଦଦାପେଲା ଅଇଲାଇ ।
ସେ ବେଲେ ସିସ୍ମନ୍ ଜିସୁକେ ପାଚାର୍ଲାଇ, “ସରଗ୍ ରାଇଜେ ସବୁର୍ଟାନେଅନି କେ ବଡ୍ ?”
ମାତର୍ ତାର୍ ସିସ୍ମନ୍ ଚିମ୍ରା ଅଇଦେଲାଇ । କାଇକେବଇଲେ ସେମନ୍ ବାଟେ, ଆମର୍ ବିତ୍ରେ ସବୁର୍ଟାନେଅନି କେ ବଡ୍ ବଲି ଦଦାପେଲା ଅଇତେରଇଲାଇ ।
ସେବେଲାଇ ସିସ୍ମନ୍ ସେମନର୍ ବିତ୍ରେ କାତା ଅଇଲାଇ, “ଏନ୍ତି ବଇଲେ ଆମର୍ ବିତ୍ରେ କେ ଜିସୁକେ ସେନ୍ତି କର୍ସି ?”
ତରେକ୍ ସିସ୍ମନର୍ ବିତ୍ରେ କେ ମୁକିଆ, ସେ ବିସଇ ନେଇ ଦଦାପେଲା ଅଇଲାଇ ।
ତମେ କିରିସ୍ଟର୍ଟାନେ ବାଇବଇନି ଅଇଲାର୍ ପାଇ, ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ଆଲାଦ୍ କରି ସନ୍ମାନ୍ କରା ।
ଆମେ ବାଇମନ୍କେ ଆଲାଦ୍ କଲେ ଦାପେ ରିସା ନ ଅଇ ଦୟା ଦେକାଇବୁ । ଆଁକାର୍ ନ ଅଇ, ବଡ୍ପନ୍ ନ ଅଇ ଲକ୍ମନ୍କେ ନିଜର୍ ତଲିଆ ନ ଦେକୁ ।