14 ସମାନ୍ ବେଲା କେଟ୍ଲାକେ ଜିସୁ ପେରିତ୍ମନର୍ ସଙ୍ଗ୍ କାଇବାକେ ମିସ୍ତେ ବସ୍ଲାଇ ।
ସଞ୍ଜ୍ ଅଇଲାକେ ଜିସୁ ଆରି ତାର୍ ବାର୍ଟା ସିସ୍ମନ୍ କାଇବାର୍ ବସ୍ଲାଇ ।
ସଞ୍ଜ୍ ଅଇଲାକେ ଜିସୁ ତାର୍ ସିସ୍ମନ୍କେ ଡାକିନେଇ ତେଇ କେଟ୍ଲା ।
ପଚେ ପେରିତ୍ମନ୍ ଜିସୁର୍ ଲଗେ ରୁଣ୍ଡ୍ଲାଇ, ଆରି ସେମନ୍ ଜନ୍ ଜନ୍ଟା କରି ରଇଲାଇ, ଆରି ଜାଇ ଜାଇଟା ସିକାଇ ଦେଇରଇଲାଇ, ସେସବୁ ତାକେ ଜାନାଇଲାଇ ।
ସେମନ୍ ଜାଇକରି ଜିସୁ ସେମନ୍କେ ଜେନ୍ତି କଇରଇଲା ସେନ୍ତିସେ ଦେକ୍ଲାଇ । ଆରି ନିସ୍ତାର୍ ପରବର୍ ବଜି ତିଆର୍ କଲାଇ ।
ସେବେଲା ଜିସୁ ସେମନ୍କେ କଇଲା, “ମୁଇ ଦୁକ୍ କସ୍ଟ ପାଇବା ଆଗ୍ତୁ ନିସ୍ତାର୍ ପରବ୍ ତମର୍ସଙ୍ଗ୍ ମିସ୍ତେ କର୍ବାକେ ବେସି ମନ୍ କରିରଇଲି ।