9 ଆରି କେବେ ତମେ ଜୁଇଦ୍ ଆରି କିରମାର ଅଇବାଟା ସୁନ୍ସା, ସେବେଲା ଡରା ନାଇ । କାଇକେ ବଇଲେ ଏ ସବୁ ଗଟ୍ନା ଆଗ୍ତୁ ଅଇସିସେ । ମାତର୍ ଏ ଦୁନିଆର୍ ସେସ୍ ଦିନ୍ ସେଦାପ୍ରେ ନ ଆସେ ।”
ଆରି ଜିସୁ କଇଲା, “ଦେସ୍ ବିରୁଦେ ଦେସ୍ ଆରି ଜାତି ବିରୁଦେ ଜାତି ଉଟ୍ସି ।
ମାତର୍ ଏ ସବୁ ଗଟ୍ନା ଆରାମ୍ ଅଇଲେ ତମେ ଡାଟ୍ସଙ୍ଗ୍ ଟିଆଅଇ ଉପ୍ରେ ଦେକା । କାଇକେ ବଇଲେ ତମର୍ ରକିଆ ପାଇବା ଦିନ୍ ଲଗେ ଆଚେ ।”
ଜିସୁ ସେମନ୍କେ କଇଲା, “ଜାଗ୍ରତ୍ଅଇକରି ରୁଆ, ନାଡାଇ ଉଆ ନାଇ । ବେସି ଲକ୍ ମର୍ ନାଉଁଦାରି ଆସି କଇବାଇ, ‘ମୁଇ ସେ ଆକା ।’ ବେଲା କେଟ୍ଲା ଆଚେ, ମାତର୍ ତମେ ସେମନର୍ ପଚେ ଜାଆ ନାଇ ।