31 ସେନ୍ତାରିସେ ଏ ସବୁ ବିସଇ ଅଇବାଟା ଦେକ୍ଲେ ପର୍ମେସରର୍ ରାଇଜ୍ କେଟି ଆଇଲା ବଲି ଜାନ୍ସା ।”
ସେ ଏନ୍ତି ବଲି କଇତେରଇଲା, “ପାପ୍ଟାନେଅନି ବାଉଡା, କାଇକେବଇଲେ ସରଗ୍ ରାଇଜ୍ ଲଗେ କେଟ୍ଲାନି ।”
“ମୁଇ ତମ୍କେ ସତ୍କାତା କଇଲିନି । ମନେ ରକା, ଏବେ ଜିବନ୍ ରଇବା ସବୁ ଲକ୍ମନର୍ ମରନ୍ ଅଇବା ଆଗ୍ତୁ ଏ ସବୁ ଗଟ୍ସି ।
ଜେନ୍ତାରିକି ସାସ୍ତରେ ଲେକା ଅଇଲାଆଚେ, ଚନେକ୍ ଜାଗିରୁଆ, ଜେ ଆଇବାର୍ ଆଚେ, ସେ ଆଇସି ଆକା, ସେ ଅଲ୍ସମ୍ ନ ଅଏ ।
ଏ ମର୍ ବାଇବଇନିମନ୍, ନିଜର୍ ନିଜର୍ ବିତ୍ରେ ଦସ୍ ଦାରାଦାରି ଉଆ ନାଇ । ସେନ୍ତିଆଲେ ମାପ୍ରୁ ତମ୍କେ ବିଚାର୍ ନ କରେ । ଦେକା ବଡ୍ ବିଚାର୍କାରିଆ ଲଗେ ଆଚେ ।
ମାତର୍ ସବୁ ବିସଇ ସାର୍ବା ବେଲା ଲଗେ କେଟ୍ଲାବେ । ତେବର୍ପାଇ ନିଜେ ଜାଗରତ୍ ରୁଆ ଏନ୍ତାରି କଲେ ତମେ ନିକସଙ୍ଗ୍ ପାର୍ତନା କରିପାରାସ୍ ।