22 କାଇକେ ବଇଲେ ସେଟା ସାସ୍ତରର୍ ସବୁ ବିସଇ ଜେନ୍ତିକି ସିଦ୍ ଅଇସି, ସେଟାର୍ ପାଇ ସେ ଦିନ୍ମନ୍ ବେସି ଡଣ୍ଡ୍ ପାଇବା ଦିନ୍ମନ୍ ଅଇସି ।
ଆଇବା ଦିନ୍ମନ୍କେ କାଇଟା ଅଇସି ବଲି, ପର୍ମେସର୍ ଗଟେକ୍ ବବିସତ୍ବକ୍ତାକେ ପାଟାଇ ଜନ୍ କାତା ସୁନାଇରଇଲା, ସେଟା ପୁରାପୁରୁନ୍ ଅଇବାକେ ଏ ସବୁ ଅଇଲା ।
ମାତର୍ ତମେ ବଡ୍ପନିଆ ଆରି ମନ୍ ଜିଦିଆ । ସେଟାର୍ ପାଇ ସାରାସାରି ବିଚାର୍ନା ଦିନେ ପରମେସର୍ ଟିକ୍ ସଙ୍ଗ୍ ତାର୍ ବିଚାର୍ନା ଦେକାଇସି । ସେ ରିସାର୍ ଦିନେ ନିଜର୍ ପାଇ ରିସା ଟୁଲିଆଇଲାସ୍ନି ।
ସେନ୍ତାର୍ ଆଲେ ଦରମ୍ ଲକ୍ମନ୍କେ ପର୍ମେସର୍ ତାକର୍ ଦୁକ୍ କସ୍ଟ ତେଇଅନି ଆରି ଆଇବା ପରିକାଇ ଅନି ରକିଆ କର୍ସି । ଆରି କାରାପ୍ ଲକ୍ମନ୍କେ ସେ ସବୁ ଲକ୍କେ ବିଚାର୍ କର୍ବା ଦିନ୍ ଜାକ ଡଣ୍ଡ୍ଦେଇ ସଙ୍ଗଇସି ।
ମାତର୍ ଏବେ ରଇବା ବାଦଲ୍ ଆରି ଦର୍ତନି ସେ ବାକିଅର୍ ଲାଗି, ଦରମ୍ ନଇଲା ଲକ୍ମନ୍କେ ବିଚାର୍ ଆରି ବିନାସର୍ ଦିନ୍ ଜାକ, ଜଇ ସଙ୍ଗ୍ ନସ୍ଟ ଅଇବାକେ ଜମାଇକରି ସଙ୍ଗଇଲା ଆଚେ ।