18 ମାତର୍ ତମର୍ ମୁଣ୍ଡର୍ ଚେଣ୍ଡି ମିସା ଗଟେକ୍ ନ ନସେ ।
ଆରି ପର୍ମେସର୍ ତମର୍ ମୁଣ୍ଡର୍ ଚେଣ୍ଡି ମିସା ଗଟେକ୍ ଗଟେକ୍ କରି ଏଜିଆଚେ ।
ମାତର୍ ତମର୍ ମୁଣ୍ଡର୍ ସବୁ ଚେଣ୍ଡି ମିସା ଏଜା ଅଇଲାଆଚେ । ଡରାନାଇ, ତମେମନ୍ କେତେକ୍ କେତେକ୍ ଚେଟିଆ ଚଡଇର୍ ଟାନେଅନି ମୁକିଅ ।”
ତମେ ମର୍ତେଇ ବିସ୍ବାସ୍ କଲାସ୍ନି ବଲି ଗୁଲାଇ ଲକ୍ମନ୍ ତମ୍କେ ଇନ୍ କର୍ବାଇ ।
ତେବେ ମୁଇ ତମ୍କେ କାଇଟା ଆଲେ କାଆ ବଲି ବୁଜାଇଲିନି, କାଇକେ ବଇଲେ, ବଁଚି ରଇବାର୍ ଆଲେ କାଇବାର୍ ଆଚେଆକା । ଡରା ନାଇ ! ତମ୍କେ କାଇଟା ନ ଅଏ ।