16 ଆରି ତମର୍ ମାଆ ବାବା, ବାଇ, ନିଜର୍ ଲାଗାର୍ ଲିତାର୍ ଲକ୍, ମଇତର୍ମନ୍ ଆରି କୁଟୁମର୍ ଲକ୍ମନ୍, ତମ୍କେ ବିରଦିମନ୍କେ ସର୍ପି ଦେବାଇ ଆରି ତମର୍ ବିତ୍ରେ ଅନି କେତେ ଲକ୍କେ ମରାଇଦେବାଇ ।
ଲକ୍ମନ୍ ନିଜର୍ ବାଇକେ ମରନର୍ ଡଣ୍ଡ୍ ବଗ୍ବାକେ ଦାରାଇଦେବାଇ । ବାବା ମିସା ନିଜର୍ ପିଲାମନ୍କେ ସେନ୍ତାରି କର୍ସି । ପିଲା ଟକିମନ୍ ବାବାମାଆର୍ ବିରଦେ ଉଟି ସେମନ୍କେ ମରାଇବାଇ ।
ବାଇ ବାଇକେ ମରାଇବାତେଇ ସର୍ପିଦେବାଇ ଆରି ବାବା ପିଲାକେ ମରାଇବାତେଇ ସର୍ପି ଦେବାଇ ଆରି ପିଲାଟକିମନ୍ ତାକର୍ ମାଆ ବାବା ବିରୁଦେ ଉଟିକରି ସେମନ୍କେ ମରାଇବାକେ ସର୍ପିଦେବାଇ ।
ପଅର୍ ବିରୁଦେ ବାବା, ବାବାର୍ ବିରୁଦେ ପଅ, ଜିଇର୍ ବିରୁଦେ ମା, ମାଆର୍ ବିରୁଦେ ଜିଇ, ବୁଆରିର୍ ବିରୁଦେ ସାତ୍ରି, ସାତ୍ରିର୍ ବିରୁଦେ ବୁଆରି ବିନେ ଅଇବାଇ ।”
କାଇକେ ବଇଲେ ମୁଇ ତମ୍କେ ଟିକ୍ପଦ୍ କଇବାକେ ଗିଆନ୍ ଦେବି । ତମ୍କେ ବିରଦ୍ କର୍ବା ଲକ୍ମନ୍ ସେ ଗିଆନର୍ ବାଦୁଲେ କାଇଟା କଇନାପାରତ୍ ।
ତମେ ମର୍ତେଇ ବିସ୍ବାସ୍ କଲାସ୍ନି ବଲି ଗୁଲାଇ ଲକ୍ମନ୍ ତମ୍କେ ଇନ୍ କର୍ବାଇ ।
ଜଅନର୍ ବାଇ ଜାକୁବ୍କେ କାଣ୍ଡା ସଙ୍ଗ୍ ମାରି ମରାଇଲା, ଜାକୁବ୍ ଜଅନର୍ ବଡ୍ ବାଇ ରଇଲା ।
ସେମନ୍ ତିପାନର୍ ଉପ୍ରେ ପାକ୍ନା ମାର୍ବା ବେଲେ ସେ ମାପ୍ରୁକେ ପାର୍ତନା କରି କଇଲା, “ମାପ୍ରୁ ଜିସୁ, ମର୍ ଆତ୍ମାକେ ସଙ୍ଗୁଆ !”
ମେଣ୍ଡାପିଲାର୍ ବନିର୍ଲାଗି ଆରି ସେମନ୍ ଜାନାଇରଇବା ସତର୍ ଲାଗି ଆମର୍ ବାଇବଇନିମନ୍ ତାର୍ସଙ୍ଗ୍ ଜୁଇଦ୍ କରି ଜିତ୍ଲାଇ । ସେମନ୍ ମରିଜିବାଜାକ ଜାନିରଇଲେ ମିସା ବିସ୍ବାସ୍ କର୍ତେରଇଲାଇ ।
ତମେ ଜନ୍ ନଅରେ ରଇଲାସ୍ନି, ସେଟା ସଇତାନର୍ ସାସନର୍ ଜାଗା ବଲି ମୁଇ ଜାନି । ମାତର୍ ସେନ୍ତାର୍ ଅଇଲେମିସା, ତମେ ମକେ ବିସ୍ବାସ୍ କଲାସ୍ନି । ବିସ୍ବାସେ ମର୍କାମ୍ କର୍ବା ଦାଙ୍ଗ୍ଡା ଆନ୍ତିପା ମର୍ ବିସଇ ସାକି ଦେଲାକେ ମରାଇରଇଲାଇ । ତମେ ରଇବା ସଇତାନର୍ ନଅରେ ତାକେ ମରାଇରଇଲେ ମିସା ତମେ ବିସ୍ବାସ୍ ଚାଡାସ୍ନାଇ ।
ତାର୍ପଚେ ମେଣ୍ଡାପିଲା ପାଁଚ୍ ଲମର୍ ସିଲ୍ ବାଙ୍ଗାଇଲା । ଆରି ଏଦେ ଦେକା ! ବେଦିର୍ ତଲ୍ବାଟେ ସତ୍ବାବେ ସାକି ଦେଲାର୍ପାଇ ଆରି ପର୍ମେସରର୍ ବାକିଅ ଜାନାଇଲାର୍ପାଇ ଜନ୍ ଲକ୍ମନ୍ ମରାଇ ଅଇରଇଲାଇ ତାକର୍ ଆତ୍ମାମନ୍କେ ଦେକ୍ଲି ।