11 ଦର୍ତନି ଚୁଲ୍ବୁଲ୍ସି । ବଡ୍ ରଗ୍ମନ୍ ଅଇସି ଆରି ଆକାସେ କେବେ ନ ଅଇବା କାବା ଅଇଜିବା ଚିନ୍ମନ୍ ଡିସ୍ସି ।
ଦେସ୍ ଦେସ୍ ବିତ୍ରେ ଜୁଇଦ୍ ଅଇସି, ଗଟେକ୍ ରାଇଜ୍ ଆରି ଗଟେକ୍ ରାଇଜ୍ ଉପ୍ରେ ଜୁଇଦ୍ କର୍ସି । ସବୁ ବାଟେ ମର୍ଡି ଆରି ଦର୍ତନି ଚୁଲ୍ବୁଲ୍ସି ।
ଆରି ଜିସୁ କଇଲା, “ଦେସ୍ ବିରୁଦେ ଦେସ୍ ଆରି ଜାତି ବିରୁଦେ ଜାତି ଉଟ୍ସି ।
ମାତର୍ ଏ ସବୁ ବିସଇ ନ ଅଇବା ଆଗ୍ତୁ, ତମ୍କେ ବାନ୍ଦିକରି ନେଇ ସାସ୍ତି ଦେବାଇ, ପାର୍ତନା ଗର୍ମନ୍କେ ବିଚାର୍ କରି ବନ୍ଦିଗରେ ପାକାଇବାକେ ସର୍ପିଦେବାଇ । ମର୍ପାଇ ତମେ ରାଜା ଆରି ସାସନ୍ କାରିଆମନର୍ ମୁଆଟେ ଟିଆ ଅଇସା ।