1 ତାର୍ ପଚେ ଜିସୁ ଚାରିବେଡ୍ତି ଦେକ୍ଲା ଆରି ସାଉକାର୍ ଲକ୍ମନ୍ ମନ୍ଦିରର୍ ପେଟିଆଟାନେ ଦାନ୍ ଦେବାଟା ଦେକ୍ଲା ।
ମୁକିଅ ପୁଜାରିମନ୍ ଜିଉଦା ପିଙ୍ଗି ରଇଲା ରୁପାଟାଙ୍ଗାମନ୍ ଟୁଲିଆଇ କଇଲା, “ଏଟା ବନିର୍ ମୁଲିଅ, ଏଟା ମନ୍ଦିରର୍ ଦାନ୍ଦେବା ଜାଗାଇ ସଙ୍ଗଇବାଟା ନିୟମ୍ ବିରୁଦର୍ କାମ୍ ।”
ସେମନ୍ ଲାଜ୍ ନଅଇ ରାଣ୍ଡି ମାଇଜିମନ୍କେ ନାଡାଇକରି ସେମନର୍ ଦନ୍ସଁପତି ଜୁରି ନେବାଇ । ମାତର୍ ସେମନ୍ ନିମାନ୍ ଲକର୍ପାରା ଦେକାଇଅଇବାଇ । ଆରି ଲକ୍ମନର୍ ମୁଆଟେ ବେସି ଲମାଇକରି ପାର୍ତନା କର୍ବାଇ । ଏନ୍ତାରି ଲକ୍ମନ୍କେ ପର୍ମେସର ବେସି ବଡ୍ ଡଣ୍ଡ୍ ଦେଇସି ।”
ଜିସୁ ମନ୍ଦିରର୍ ଦାନ୍ ସଙ୍ଗଇବା ପେଡିମନ୍ ରଇବା ଆକ୍ରାଇ ଏ ସବୁ ବିସଇ ସିକିଆ ଦେଇତେରଇଲା । ଆରି କେ ମିସା ତାକେ ବନ୍ଦି କରି ନାପାର୍ଲାଇ । କାଇକେବଇଲେ ତାର୍ ବେଲା କେଟି ନ ରଇଲା ।