7 ଏଟା ବାବିକରି ସେମନ୍ “ଆମେ ନାଜାନୁ ।” ବଲି କଇଲାଇ ।
ମାତର୍ ଆମେ ଲକ୍ମନର୍ତେଇଅନି ବଲି କଇଲେ ସବୁ ଲକ୍ ଆମ୍କେ ପାକ୍ନା ମାର୍ବାଇ । କାଇକେ ବଇଲେ, ଜଅନ୍ ସତଇସେ ପର୍ମେସରର୍ତେଇ ଅନି ଆଇଲା ବବିସତ୍ବକ୍ତା ବଲି ଆମର୍ ଜିଉଦି ଲକ୍ମନ୍ ବିସ୍ବାସ୍ କଲାଇନି ।
ଆରି ଜିସୁ ସେମନ୍କେ କଇଲା, “ଏନ୍ତି ବଇଲେ ମୁଇ ମିସା କାର୍ ଅଦିକାର୍ ମିଲାଇକରି ଏସବୁ ବିସଇ କଲିନି, ସେଟା ତମ୍କେ ନ କଇ ।”
ଜିସୁ କଇଲା, “ମୁଇ ଏ ଦୁନିଆର୍ ଲକ୍ମନ୍କେ ବିଚାର୍ କର୍ବାର୍ ଆସିଆଚି । ସେଟାର୍ ପାଇ କାଣା ଲକ୍ମନ୍ ଦେକିପାର୍ବାଇ, ଆରି ଦେକିପାର୍ବା ଲକ୍ମନ୍ କାଣା ଅଇଜିବାଇ ।”
ପର୍ତମେ ଏଟା ଜାନା ଜେ, ସାର୍ଲା ଦିନ୍ମନ୍କେ ଲକ୍ମନ୍ ନିଜର୍ ନିଜର୍ କାରାପ୍ ମନ୍କଲା ଇସାବେ ଚଲାଚଲ୍ତି କର୍ବାଇ । ସାରାସାରି ଦିନେ ସେମନ୍ ସତ୍କେ ନିସାର୍ କରି ପାଚାର୍ବାଇ ।