40 କାଇକେବଇଲେ ଜିସୁକେ ଆରି କେ ମିସା ପର୍ସନ୍ ପାଚାର୍ବାକେ ସାଆସ୍ କରତ୍ ନାଇ ।
ଜିସୁକେ ଇତିର୍ ଉତର୍ କେ ମିସା ଦେଇ ନାପାର୍ଲାଇ । ସେ ଦିନେଅନି, ଆରି ତାକେ କେ ମିସା କାଇ ପର୍ସନ୍ ପାଚାର୍ବାକେ ସାଆସ୍ କରତ୍ ନାଇ ।
ସେଲକ୍ ବେସି ବୁଦି ସଙ୍ଗ୍ ଉତର୍ ଦେଲା ଆଚେ ବଲି ଜିସୁ ଦେକି, ତାକେ କଇଲା, “ତୁଇ ପର୍ମେସରର୍ ରାଇଜେ ପୁର୍ବା ଲଗେସେ ଆଚୁସ୍ ।” ତାର୍ପଚେ ଆରି କେ ମିସା ଜିସୁକେ ପର୍ସନ୍ ପାଚାର୍ବାକେ ସାଆସ୍ କରି ନାପାର୍ଲାଇ ।
ଏତର୍ ମିସା ସେମନ୍ ଏ କାତାର୍ ଉତର୍ ଦେଇ ନାପାର୍ଲାଇ ।
ତାର୍ ପଚେ କେତେଟା ସାସ୍ତର୍ ସିକାଉମନ୍ “ଏ ଗୁରୁ ତୁଇ ବଡେ ନିକସଙ୍ଗ୍ ଉତର୍ ଦେଇଆଚୁସ୍ !” ବଲି ଜିସୁକେ କଇଲାଇ ।