39 ତାର୍ ପଚେ କେତେଟା ସାସ୍ତର୍ ସିକାଉମନ୍ “ଏ ଗୁରୁ ତୁଇ ବଡେ ନିକସଙ୍ଗ୍ ଉତର୍ ଦେଇଆଚୁସ୍ !” ବଲି ଜିସୁକେ କଇଲାଇ ।
ପର୍ମେସର୍ ମଲା ଲକ୍ମନର୍ ମାପ୍ରୁ ନଏଁ, ଜିବନ୍ ରଇଲା ଲକ୍ମନର୍ ମାପ୍ରୁ । ପର୍ମେସରର୍ ଦେକ୍ବା ଇସାବେ ତେଇ ସେମନ୍ ସବୁ ଲକ୍ ଜିବନ୍ ଅଇଆଚତ୍ ।”
କାଇକେବଇଲେ ଜିସୁକେ ଆରି କେ ମିସା ପର୍ସନ୍ ପାଚାର୍ବାକେ ସାଆସ୍ କରତ୍ ନାଇ ।
ସେମନର୍ କିରଜାଟି ଅଇବାଟା ଅଦିକ୍ ଅଦିକ୍ ଅଇଆଇଲା । ପାରୁସି ଦଲର୍ କେତେଟା ଦରମ୍ ଗୁରୁ ଉଟିକରି ଡାଟ୍ ସଙ୍ଗ୍ କଇଲାଇ, “ଆମେ ଏ ଲକର୍ ଟାନେଅନି କାଇ ଦସ୍ ମିସା ମିଲାଉ ନାଇ । କେଜାନେ ଆକେ ଗଟେକ୍ ସରଗର୍ ଦୁତ୍ କି ଆତ୍ମା କାତା କଇରଇସି ।”