32 ସାରାସାରି ପଚେ ସେ ମିସା ମରିଗାଲା ।
ତାର୍ ପଚେ ମଜିଆବାଇ ରାଣ୍ଡିମାଇଜିକେ ସଙ୍ଗଇଲାକେ ପିଲାଟକି ନଇତେ ମରିଗାଲା । ସେନ୍ତି ସେ ରାଣ୍ଡିମାଇଜିକେ ସାତ୍ ବାଇ ଜାକ ସଙ୍ଗଇ ପିଲାଟକି ନଇତେ ମରିଗାଲାଇ ।
ଏନ୍ତି ବଇଲେ ମଲାତେଇଅନି ଉଟ୍ଲା ପଚେ ସେ କାର୍ ମାଇଜି ଅଇସି ? କାଇକେ ବଇଲେ ସେମନ୍ ସାତ୍ ଲକ୍ଜାକ ତାକେ ସଙ୍ଗଇ ରଇଲାଇ ।”
ଆମେ ସବୁ ଲକ୍ ତରେକ୍ ମର୍ବୁ ଆରି ତାର୍ପଚେ ପରମେସରର୍ ମୁଆଟେ ବିଚାର୍ ଦିନେ ଟିଆଅଇବୁ ।