31 ତାର୍ ପଚେ ମଜିଆବାଇ ରାଣ୍ଡିମାଇଜିକେ ସଙ୍ଗଇଲାକେ ପିଲାଟକି ନଇତେ ମରିଗାଲା । ସେନ୍ତି ସେ ରାଣ୍ଡିମାଇଜିକେ ସାତ୍ ବାଇ ଜାକ ସଙ୍ଗଇ ପିଲାଟକି ନଇତେ ମରିଗାଲାଇ ।
ତାର୍ ପଚେ ବଡ୍ମଜିଆ ରାଣ୍ଡିମାଇଜିକେ ସଙ୍ଗଇଲା । ମାତର୍ ସେ ମିସା ପିଲାଟକି ନଇତେ ମରିଗାଲା ।
ସାରାସାରି ପଚେ ସେ ମିସା ମରିଗାଲା ।