3 ମାତର୍ ଜିସୁ କଇଲା, “ମୁଇ ମିସା ତମ୍କେ ଗଟେକ୍ କାତା ପାଚାର୍ବି, ତମେ ମକେ କୁଆ ।
“ତୁଇ କାର୍ ଅଦିକାର୍ ମିଲାଇକରି ଏସବୁ ବିସଇ କଲୁସ୍ନି ? କେ ତକେ ଏ ଅଦିକାର୍ ଦେଲା ? ଆମ୍କେ କ ।”
ଜଅନ୍ କାର୍ ଅଦିକାର୍ ମିଲାଇ ଲକ୍ମନ୍କେ ଡୁବନ୍ ଦେଇତେ ରଇଲା ? ସରଗର୍ ପର୍ମେସର୍ ଦେଲାଟାନେ ଅନି କି, ଲକ୍ମନର୍ଟାନେ ଅନି ?”
ମୁଇ ତମ୍କେ ପାଚାର୍ଲେ ମିସା ନ କୁଆସ୍ ।
ସେମନ୍କେ ସନ୍ମାନ୍ ଦେଇ କାତା ଉଆ । ଜେନ୍ତିକି ତମେ କଇବା ବିସଇ ସେମନ୍ ମନ୍କର୍ବାଇ । ତେବେ ତମେ ବିସ୍ବାସ୍ କର୍ବା ବିସଇଟାନେ କାଇଆଲେ କାତା ଉଟ୍ଲେ, ତମେ ଉତର୍ ଦେଇପାର୍ସା ।