26 ଏ କାତା ସୁନି ସବୁଲକର୍ ମୁଆଟେ ସେମନ୍ ଜିସୁର୍ ବୁଲ୍ ଦାର୍ବାର୍ ନାପାର୍ଲାଇ । ଆରି ଜିସୁର୍ କାତା ସୁନି ସେମନ୍ କାବାଅଇଜାଇ, ଚୁପ୍ଅଇ ରଇଲାଇ ।
ରାଜା ତାର୍ ଲଗେ ଜାଇ ପାଚାର୍ଲା, “ମଇତର୍, ତୁଇ ତିଆର୍ ପିଆର୍ ନ ଅଇତେ କେନ୍ତି ଏ ବଜିଟାନେ ଆଇଲୁସ୍” ସେ ଲକ୍ ଚିମ୍ରା ଅଇଦେଲା ।
ଏ କାତା ସୁନି ସେମନ୍ କାବାଅଇଗାଲାଇ ଆରି ତେଇଅନି ଉଟିଗାଲାଇ ।
ଜିସୁ ସାଦୁକିମନ୍କେ ଚୁପ୍କରାଇ ରଇବାଟା ଜାନିକରି ପାରୁସିମନ୍ ସବୁଲକ୍ ଗଟେକ୍ ଅଇ ତାର୍ ଲଗେ ଆଇଲାଇ ।
ଜିସୁ ଏଟା ସୁନି କାବା ଅଇଗାଲା, ଆରି ତାର୍ ସଙ୍ଗ୍ ଆଇବା ଲକ୍ମନ୍କେ କଇଲା, “ମୁଇ ସତ୍ କଇଲିନି, ଇସ୍ରାଏଲ୍ ବିତ୍ରେ କନ୍ ଲକର୍ଟାନେ ମିସା ଏ ଲକର୍ ପାରା ବିସ୍ବାସ୍ ମୁଇ ଦେକିନାଇ ।
ତାର୍ଟାନେଅନି ବୁଲ୍ ଦାର୍ବାକେ କାଇ କାଇ ପର୍ସନ୍ ପାଚାର୍ବାର୍ ଦାର୍ଲାଇ ।
ଜିସୁ କଇଲା କାତା ସୁନି ତାର୍ ବିରଦି ଲକ୍ମନ୍ ଲାଜ୍ ଅଇଲାଇ । ମାତର୍ ବିନ୍ ଲକ୍ମନ୍ ସେ କର୍ବା ସବୁ କାବାଅଇଜିବା କାମ୍ ଦେକି ସାର୍ଦା ଅଇଗାଲାଇ ।
ସେଟାର୍ପାଇ ସେମନ୍ ତାର୍ ବୁଲ୍ ଦାର୍ବାକେ ଗଟେକ୍ ସୁଜଗ୍ କଜ୍ତେ ରଇଲାଇ । ସେମନ୍ କେତେଟା ଚର୍ମନ୍କେ ଲାଁଚ୍ଦେଇ ଦରମ୍ ଲକ୍ପାରା ଦେକାଇ ଅଇବାକେ ପାଟାଇଲାଇ । କାଇକେ ବଇଲେ ଜିସୁର୍ ଟଣ୍ଡେଅନି ବୁଲ୍କାତା ବାର୍କରାଇ, ଦସ୍ ଦାରି, ରମିୟ ସାସନ୍କାରିଆକେ ସର୍ପି ଦେବାକେ ମନ୍କର୍ତେ ରଇଲାଇ ।
ଆମେ ଜାନୁ, ଜନ୍ ଲକ୍ମନ୍ ନିୟମର୍ ସାସନ୍ ତଲେ ଆଚତ୍, ତେଇର୍ ସବୁ ବିଦିବିଦାନ୍ ମାନ୍ବାକେ ବାଦିଅ । ପରମେସର୍ ଜେଡେବଲ୍ ଗୁଲାଇ ଜଗତର୍ ବିଚାର୍ କର୍ସି, ନିୟମ୍ ନ ମାନ୍ଲା ଲକ୍ମନ୍ କାଇ କାମ୍ ମିସା ଦେକାଇକରି, ଦସ୍ କରିନାଇ ବଲି କଇନାପାରତ୍ ।
ମଣ୍ଡଲିର୍ ପାର୍ଚିନ୍ମନର୍ ଅଦିକାର୍ ନ ନାମ୍ବା ଲକ୍ ବେସି ରଇଲାର୍ପାଇ ମୁଇ ତକେ କଇଲିନି । କାଇ ମୁଲିଅ ନ ରଇବା କାତା ସବୁ ସେମନ୍କେ ସିକାଇକରି, ସେମନ୍କେ ବିସ୍ବାସ୍ କରାଇଲାଇନି । ଜିଉଦି ନିୟମ୍ ଇସାବେ ସବୁ ବିସ୍ବାସିମନ୍ ସୁନତ୍ ଅଇବାର୍ ଆଚେ ବଲି ସିକାଇଲାଇନି ।