12 ତାର୍ ପଚେ ସାଉକାର୍ ଆରି ଗଟେକ୍ ଦାଙ୍ଗ୍ଡାକେ ସେମନର୍ ଲଗେ ପାଟାଇଲା । ମାତର୍ ସେ ଦାଙ୍ଗ୍ଡାକେ ମିସା ରଗ୍ରଗା ଅଇତେ ମାରି କେଦିଦେଲାଇ ।”
ତାର୍ ପଚେ ସେ ଆରି ଗଟେକ୍ ଲକ୍କେ ପାଚାର୍ଲା, “ତମେ କେତେକ୍ ଦେବାର୍ ଆଚେ ?” ଉଦାର୍ ନେଲା ଲକ୍ କଇଲା, “ଅଜାର୍ ବାସ୍ତା ଦାନ୍ ।” ମୁକିଅ ଗତିଦାଙ୍ଗ୍ଡା ତାକେ କଇଲା “ତୁଇ ଉଦାର୍ ନେଲା ପତିତେଇ ଉନାକରି ଆଟ୍ ସଅ ବାସ୍ତା ବଲି ଲେକିଦେସ୍ ।”
ତାର୍ ପଚେ ସେ ଆରି ଗଟେକ୍ ଦାଙ୍ଗ୍ଡାକେ ପାଟାଇଲା । ସେମନ୍ ତାକେ ମିସା ମାରିକରି ନିନ୍ଦା କାତା କଇ, ଲାଜ୍ କରାଇକରି ଚୁଚା ଆତେ ପାଟାଇ ଦେଲାଇ ।
ତାର୍ ପଚେ ସାଉକାର୍ ମନେ ମନେ ବାବ୍ଲା, “ଏବେ ମୁଇ କାଇଟା କର୍ବି ? ମୁଇ ବେସି ଆଲାଦ୍ କର୍ବା ମର୍ ପିଲାକେ ପାଟାଇବି । ବାଇଦରେ ସେମନ୍ ତାକେ ମାନ୍ବାଇ ।”