11 ତାର୍ ପଚେ ସେ ଆରି ଗଟେକ୍ ଦାଙ୍ଗ୍ଡାକେ ପାଟାଇଲା । ସେମନ୍ ତାକେ ମିସା ମାରିକରି ନିନ୍ଦା କାତା କଇ, ଲାଜ୍ କରାଇକରି ଚୁଚା ଆତେ ପାଟାଇ ଦେଲାଇ ।
ସାଉକାର୍ ତାର୍ ଆରିଗଟେକ୍ ଗତି ଦାଙ୍ଗ୍ଡାକେ ଚାସିମନର୍ ଲଗେ ପାଟାଇଲା । ଚାସି ଲକ୍ମନ୍ ସେ ଗତିଦାଙ୍ଗ୍ଡାକେ ମିସା ମୁଣ୍ଡ୍ ପୁଟ୍ତେ ମାର୍ଲାଇ ଆରି ଇଜତ୍ ଜିକ୍ଲାଇ ।
ଆରି ଅଙ୍ଗୁର୍ ତଲ୍ବାବେଲା କେଟ୍ଲାକେ ସାଉକାର୍ ତାର୍ ଗଟେକ୍ ଦାଙ୍ଗ୍ଡାକେ ତାର୍ ବାଗ୍ ମାଙ୍ଗି ଆନ୍ବାକେ ପାଟାଇଲା । ମାତର୍ ସେ ଲକ୍ମନ୍ ତାର୍ ବାଗ୍ ନ ଦେଇ ତାର୍ ଦାଙ୍ଗ୍ଡାକେ କୁଟ୍କୁଟା ମାରି ଚୁଚା ଆତେ ପାଟାଇଦେଲାଇ ।
ତାର୍ ପଚେ ସାଉକାର୍ ଆରି ଗଟେକ୍ ଦାଙ୍ଗ୍ଡାକେ ସେମନର୍ ଲଗେ ପାଟାଇଲା । ମାତର୍ ସେ ଦାଙ୍ଗ୍ଡାକେ ମିସା ରଗ୍ରଗା ଅଇତେ ମାରି କେଦିଦେଲାଇ ।”
ତମର୍ ଆନିଦାଦିମନ୍ ବବିସତ୍ବକ୍ତାମନ୍କେ ନ ସାଦିକରି ଚାଡିରଇଲାଇ କି ? ମସିଅ ଆଇସି ବଲି କେତେ କେତେ ବରସ୍ ଆଗ୍ତୁ ଜାନାଇବା ପର୍ମେସରର୍ କାତାଜାନାଉମନ୍କେ ମରାଇଲାଇ । ଏବେ ତମେ ତାକେ ବିସ୍ବାସେ ବିସ୍ ଦେଲାପାରା କରି ମରାଇଆଚାସ୍ ।
ତମର୍ଟାନେ ଆଇବା ଆଗ୍ତୁ ପିଲିପେ ଆମ୍କେ କେନ୍ତି ଦୁକ୍ ନିନ୍ଦା ଅଇରଇଲା, ସେଟା ତମେ ଜାନାସ୍ । ବେସି ଲକ୍ ଆମ୍କେ ବିରଦ୍ କଲେ ମିସା ସୁବ୍କବର୍ ତମ୍କେ ଜାନାଇବାକେ ପର୍ମେସର୍ ସାଆସ୍ ଦେଇରଇଲା ।