8 ବେତ୍ଲିଇମ୍ ଲଗେ କେତେଟା ମେଣ୍ଡା ଚାରାଉ ଗଉଡ୍ମନ୍ ସେ ରାତିଆ ପଦାଇ ରଇ ତାକର୍ ମେଣ୍ଡା ଗଟାନି ଜାଗ୍ତେରଇଲାଇ ।
ଆରି ମରିୟମ୍ ତାର୍ ପଣୁଆ ପିଲାକେ ତେଇ ଜନମ୍ଦେଲା, ଆରି ତାକେ ଲୁଗାସଙ୍ଗ୍ ଗୁଡିଆଇକରି ଗରୁସାଲର୍ ଡଙ୍ଗାକୁଣ୍ଡେ ଡୁଲାଇରଇଲା, କାଇକେବଇଲେ ସେମନ୍କେ ରଇବାପାଇ ବାସାଗରେ ଟାନ୍ ନ ରଇଲା ।
ଆରି ଏଦେ ଦେକା ! ମାପ୍ରୁର୍ ଦୁତ୍ ଗଟେକ୍ ଆସି ସେମନର୍ ଲଗେ ଟିଆଅଇଲା, ଆରି ମାପ୍ରୁର୍ ମଇମାର୍ ଉଜଲ୍ ତାକର୍ ଚାରିବେଡ୍ତି ଜଲ୍ସିଗାଲାଜେ ଗଉଡ୍ମନ୍ ବେସି ଡରିଗାଲାଇ ।