7 ଆରି ମରିୟମ୍ ତାର୍ ପଣୁଆ ପିଲାକେ ତେଇ ଜନମ୍ଦେଲା, ଆରି ତାକେ ଲୁଗାସଙ୍ଗ୍ ଗୁଡିଆଇକରି ଗରୁସାଲର୍ ଡଙ୍ଗାକୁଣ୍ଡେ ଡୁଲାଇରଇଲା, କାଇକେବଇଲେ ସେମନ୍କେ ରଇବାପାଇ ବାସାଗରେ ଟାନ୍ ନ ରଇଲା ।
ମାତର୍ ସେ ପିଲା ଜନମ୍ ନ ଅଇବା ଜାକ ମରିୟମ୍ ସଙ୍ଗ୍ ସୁଆବସା କରେନାଇ । ଜସେପ୍ ସେ ପିଲାକେ ଜିସୁ ବଲି ନାଉଁ ଦେଲା ।
ଏ କାଇ ସେ ବାଡଇର୍ ପିଲା ! ମରିୟମ୍ ତାର୍ ମାଆ ! ଜାକୁବ୍, ଜସେପ୍, ସିମନ୍ ଆରି ଜିଉଦା ତାର୍ ବାଇମନ୍ !
ମାତର୍ ଜିସୁ ତାକେ କଇଲା, “କଲିଆ ରଇବାକେ ପାଆର୍ ଆଚେ, ଆରି ଉଡିବୁଲ୍ବା ଚଡଇମନ୍ ରଇବାକେ ଗୁଡା ଆଚେ, ମାତର୍ ନର୍ପିଲା ମୁଇ, ମକେ ରଇବାକେ ଜାଗା ନାଇ ।”
ଆରି ତାର୍ଲଗେ ଜାଇ ମାଡ୍ଅଇ କଣ୍ଡିଆ ବଣ୍ଡିଆ ଅଇଲାଟାନେ, ଚିକନ୍ ଆରି ଆମଟ୍ ଅଙ୍ଗୁର୍ରସ୍ ଲାଗାଇଦେଲା । ତାକେ ଗର୍ଣ୍ଡା ବାନ୍ଦି, ଗଦଉପ୍ରେ ବସାଇ, ଲକ୍ମନ୍ ବସି ମିଟିଙ୍ଗ୍ କର୍ବା ଗରେ ନେଇ ସେବାଜତନ୍ କଲା ।
ଜସେପ୍ ଆରି ମରିୟମ୍ ବେତ୍ଲିଇମେ ରଇଲାବେଲେ, ମରିୟମର୍ ଆତ୍ଗଡ୍ ସୁକ୍ ଅଇବା ଦିନ୍ କେଟି ଆଇଲା ।
ବେତ୍ଲିଇମ୍ ଲଗେ କେତେଟା ମେଣ୍ଡା ଚାରାଉ ଗଉଡ୍ମନ୍ ସେ ରାତିଆ ପଦାଇ ରଇ ତାକର୍ ମେଣ୍ଡା ଗଟାନି ଜାଗ୍ତେରଇଲାଇ ।
ଆରି ସେ ବାକିଅ ନର୍ ଲକ୍ ଅଇକରି ଆମର୍ ସଙ୍ଗ୍ ଜିଇଲା । ତାର୍ ସତ୍ ଆରି ଜିବନ୍ ଦୁକାଇବାଟା ପୁରାପୁରୁନ୍ ରଇଲା । ତାର୍ ବାବାର୍ ଗଟେକ୍ସେ ପିଲା ବଲି ସେ ମଇମା ପାଇରଇଲା । ତାର୍ ମଇମା ଆମେ ଦେକିଆଚୁ ।
ଆମର୍ ମାପ୍ରୁ ଜିସୁକିରିସ୍ଟ ଜିବନ୍ ଦୁକାଇ ଅଇଲା ବିସଇ ତମେ ଜାନିଆଚାସ୍ । ସର୍ଗେ ସେ ବେସି ସାଉକାର୍ ଅଇରଇଲେ ମିସା ସେ ନିଜେ ଅର୍କିତ୍ ଅଇଆଇଲା । ଜେନ୍ତି କି ତାର୍ଲାଗି ତମେ ସାଉକାର୍ ଅଇସା ।
ସାରାସାରି ଜେଡେବଲ୍ ସମାନ୍ ବେଲା କେଟ୍ଲା, ପରମେସର୍ ତାର୍ ନିଜର୍ ପଅକେ ପାଟାଇଲା । ଗଟେକ୍ ମାମୁଲି ଟକିର୍ ଗର୍ବେଅନି ଜାତ୍ ଅଇକରି ସେ ଜିଉଦି ନିଅମ୍ ମାନିକରି ଜିଇଲାଇ କାଇଲାଇ ।