43 ସେମନ୍ ପରବ୍ ସାରାଇ ବାଉଡି ଆଇଲାବେଲେ, ପିଲା ଜିସୁ ଜିରୁସାଲାମେ ରଇଗାଲା । ମାତର୍ ତାର୍ ବାବା ମାଆ ମିସା ସେ ତେଇ ରଇଲାଟା ଜାନି ନ ରଇଲାଇ ।
ତରେକ୍ ଜିସୁକେ ବାର ବରସ୍ ଅଇଲାବେଲେ ସେମନର୍ ରିତିନିତି ଇସାବେ ଜିରୁସାଲାମେ ପରବ୍ ମାନ୍ବାର୍ ଗାଲାଇ ।
ତାର୍ ସଙ୍ଗର୍ ଲକ୍ମନର୍ ସଙ୍ଗ୍ ଆଚେ କାଇକି ବଲି ବାବିକରି ସେମନ୍ ଗଟେକ୍ ଦିନର୍ ବାଟେ ଇଣ୍ଡି ଉଟି ଜାଇରଇଲାଇ । ସେମନ୍ ସାଇପଡିସା, ଚିନାର୍ ଜାନାର୍ ଲକ୍ମନ୍କେ ପାଚାରି କଜ୍ଲାଇ ।