32 ଆରି ବିଜାତି ଲକ୍ମନର୍ପାଇ ବଲି ଜାନାଇଅଇଲା ସତର୍ ଉଜଲ୍ ଆରି ତମର୍ ଲକ୍ମନ୍ ଇସ୍ରାଏଲର୍ ମଇମା କରି ଆଚାସ୍ ।”
ଆନ୍ଦାରେ ରଇବା ଲକ୍ମନ୍ ବଡ୍ ଉଜଲର୍ ଦର୍ସନ୍ ଦେକ୍ବାଇ ଆରି ମରନର୍ ଆନ୍ଦାରେ ରଇଲା ଲକ୍ମନର୍ ଉପ୍ରେ ସେ ଉଜଲ୍ ଉଦ୍ସି ।”
ତେଇ ଦୁତ୍ ସେମନ୍କେ କଇଲା, “ଡରାନାଇ ! ଦେକା ମୁଇ ସବୁଲକର୍ପାଇ ଗଟେକ୍ ବେସି ସାର୍ଦାର୍ କବର୍ ତମ୍କେ ଜାନାଇଲିନି, ଜନ୍ଟାକି ସବୁଲକର୍ପାଇ ସାର୍ଦାର୍ ବିସଇ ଅଇସି ।
ଜନ୍ ଉଦାର୍କାରିଆକେ ତମେ ସବୁଲକର୍ ମୁଆଟେ ପାଟାଇ ଆଚାସ୍ ।
ମସିଅ ଦୁକ୍ ପାଇସି ଆରି ମଲାଲକ୍ମନର୍ ବିତ୍ରେଅନି ସିଗ୍ ପର୍ତୁମେ ଉଟି, ଜିଉଦି ଆରି ଜିଉଦି ନଇଲା ଲକ୍ମନର୍ ଲଗେ ମୁକ୍ତିର୍ ଉଜଲ୍ ଦେକାଇସି ।”
ସାରାସାରିପଚେ ପାଉଲ୍ କଇଲା “ତେବେ ପରମେସରର୍ ମୁକ୍ତି ଜିଉଦିନଇଲା ଲକ୍ମନର୍ ପାଇ ଆଇଲା ଆଚେ । ଏଟା ତମେ ଜାନିରୁଆ, ସେମନ୍ ମିସା ସେଟା ମାନ୍ବାଇ ।”
ମାତର୍ ଜେନ୍ତି ଦରମ୍ ସାସ୍ତରେ ଲେକା ଅଇଆଚେ, ଜେ ଜଦି ବଡ୍ପନ୍ ଅଇସି, ତେବେ ସେ ମାପ୍ରୁ କଲା କାମ୍ ତେଇ ବଡ୍ପନ୍ ଅ ।
ସେ ନଅର୍ ଉପ୍ରେ ଉଜଲ୍ ଦେବାକେ ବେଲ୍ କି ଜନ୍ ଦର୍କାର୍ ନ ରଇଲା । କାଇକେବଇଲେ, ପର୍ମେସରର୍ ମଇମା ତେଇ ଉଜଲ୍ ଦେଇତେରଇଲା ଆରି ମେଣ୍ଡାପିଲା ତେଇର୍ ବତି ରଇଲା ।