21 ଆଟ୍ ଦିନ୍ ଅଇଲାପଚେ ଜିଉଦିମନର୍ ନିୟମ୍ ଇସାବେ ପିଲାକେ ସୁନତ୍ କର୍ବାକେ ମନ୍ଦିରେ ନେଲାଇ । ଆରି ପିଲାର୍ ନାଉଁ ଜିସୁ ବଲି ଦିଆଅଇଲା । ଏ ନାଉଁ ମରିୟମ୍ ଗାଗ୍ଡେ ନ ଅଇତେ, ସର୍ଗର୍ ଦୁତ୍ କଇରଇଲା ।
ତାର୍ଟାନେଅନି ଗଟେକ୍ ପିଲା ଜନମ୍ ଅଇସି, ତମେ ତାକେ ଜିସୁ ବଲି ନାଉଁ ଦିଆସ୍, କାଇକେବଇଲେ ସେ ତାର୍ ଲକ୍ମନ୍କେ ସେମନର୍ ପାପେଅନି ଉଦାର୍ କର୍ସି ।
ମାତର୍ ସେ ପିଲା ଜନମ୍ ନ ଅଇବା ଜାକ ମରିୟମ୍ ସଙ୍ଗ୍ ସୁଆବସା କରେନାଇ । ଜସେପ୍ ସେ ପିଲାକେ ଜିସୁ ବଲି ନାଉଁ ଦେଲା ।
ମାତର୍ ଜିସୁ ତାକେ କଇଲା, “ମର୍ କାତାଇ ରାଜି ଅଇ ଜା । କାଇକେବଇଲେ ଏଟାର୍ ଲାଗି ଆମେ ପର୍ମେସର୍ ମନ୍ କରିରଇବା କାମ୍ କରିଅଇସି ।” ସେଟାର୍ପାଇ ଜଅନ୍ ତାକେ ଡୁବନ୍ ଦେବାକେ ରାଜି ଅଇଲା ।
ଦେକ୍ ତୁଇ ଗାଗ୍ଡେ ଅଇ ପିଲା ଗଟେକ୍ ଜନମ୍ କର୍ସୁ ଆରି ତାର୍ ନାଉଁ ଜିସୁ ଦେଇସା ।
ଆଟ୍ ଦିନ୍ ଗାଲାପଚେ ଲକ୍ମନ୍ ପିଲାର୍ ସୁନତ୍ଟାନେ ଆଇଲାଇ ଆରି ତାର୍ ବାବାର୍ ନାଉଁ ଇସାବେ ପିଲାର୍ ନାଉଁ ମିସା ଜିକରିୟ ଦେବାକେ ମନ୍କଲାଇ ।
ନର୍ଲକ୍ ପାରା ଅଇ ଆଇଲାପଚେ, ସେ ପର୍ମେସରର୍ ଆଦେସ୍ ମାନିକରି, ନିଜ୍କେ ଆରି ଅଦିକ୍ ସାନ୍କଲା । ଲକ୍ମନ୍ ମରାଅତ୍ବଲି ସର୍ପାଇଅଇଲା । ଅବ୍କା ମର୍ବାକେ ନାଇ, ମାତର୍ କୁରୁସ୍ କାଟେ କୁଟିମାରାଇଅଇ ଚଗାଇଅଇବାକେ ମିସା ।