6 ତାର୍ ପଚେ ଜକିୟ ଦାପ୍ରେ ଉତ୍ରି ଆସି ବେସି ସାର୍ଦାଅଇ ଜିସୁକେ ତାର୍ ଗରେ ଡାକିନେଲା ।
ଜିସୁ ସେ ଜାଗାଇ କେଟି ଉପ୍ରେ ଦେକିକରି ଜକିୟକେ କଇଲା, “ଜକିୟ ବିଗି ଉତ୍ରି ଆଉ, ଆଜି ମୁଇ ତମର୍ ଗରେ ରଇବି ।”
ସେଟା ଦେକି ତେଇ ରଇଲା ଲକ୍ମନ୍ ଜିସୁ ଗଟେକ୍ ପାପି ଲକର୍ ଗରେ କାଇବାକେ ଗାଲାନି ବଲି ଗୁର୍ମୁରି ଜାଇତେରଇଲାଇ ।
ତେଇଅନି ସେମନ୍ ଦାପ୍ରେ ଜାଇ କଜିକରି ମରିୟମ୍, ଜସେପ୍ ଆରି ଗରୁସାଲର୍ ଡଙ୍ଗାଇ ପିଲା ଡୁଲିରଇଲାଟା ଦେକ୍ଲାଇ ।
ଆରି ଲେବି ଜିସୁର୍ପାଇ ନିଜର୍ ଗରେ, ଗଟେକ୍ ବଡ୍ ବଜିକଲା । ତେଇ ସିସ୍ତୁମାଙ୍ଗୁମନ୍, ଅଦିକ୍ ଲକ୍ ଆରି ବିନ୍ ବିନ୍ ଲକ୍ମନର୍ ସଙ୍ଗ୍ ସେ କାଇବାକେ ବସ୍ଲା ।
ବିସ୍ବାସ୍ କଲାପଚେ, ସେ ଆରି ତାର୍ କୁଟୁମର୍ ଲକ୍ ଡୁବନ୍ ନେଲାଇ । ତାର୍ ପଚେ ସେ ଆମ୍କେ ଡାକିକରି କଇଲା, “ଜଦି ସତଇସେ ମୁଇ ମାପ୍ରୁକେ ବିସ୍ବାସ୍ କଲିନି ବଲି ତମେ ବାବ୍ଲାସ୍ନି, ତେବେ ଆସି ମର୍ ଗରେ ରୁଆ ।” ସେ ଏନ୍ତି କଇ ଆମ୍କେ ତାର୍ ଗରେ ଜିବାକେ ସୁତ୍ରାଇଲା ।
ତାର୍ପଚେ ସେ ପାଉଲ୍ ଆରି ସିଲାକେ ତାକର୍ ଗରେ ଡାକିନେଇ କାଇବାକେ ଦେଲା । ତେଇ ପରମେସର୍କେ ବିସ୍ବାସ୍ କଲାର୍ ପାଇ ସେ ଆରି ତାର୍ କୁଟୁମର୍ ସବୁ ଲକ୍ମନ୍ ସାର୍ଦା ଅଇଗାଲାଇ ।
ତେଇ ପିତରର୍ କାତା ସୁନି ବେସି ଲକ୍ ବିସ୍ବାସ୍ କଲାଇ । ଆରି ସିସ୍ମନ୍ ସେମନ୍କେ ଡୁବନ୍ ଦେଲାଇ । ସେ ଦିନେ ତିନ୍ଅଜାର୍ ଲକ୍ମନ୍ ତାକର୍ ଦଲେ ମିସ୍ଲାଇ ।