34 ସିସ୍ମନ୍ କଇଲାଇ, “ଏ ଗଦପିଲା ଗୁରୁକେ ଦର୍କାର୍ ଆଚେ ।”
ଆରି ସେମନ୍ ସେ ଗଦପିଲାକେ ମେଲ୍ବାବେଲେ ଗଦ ପିଲାର୍ ସାଉକାର୍ ସେମନ୍କେ ପାଚାର୍ଲା, “କାଇକେ ଗଦପିଲାକେ ମେଲ୍ଲାସ୍ନି ?”
ସିସ୍ମନ୍ ଗଦ ପିଲାକେ ଜିସୁର୍ ଲଗେ ଆନି ନିଜର୍ ନିଜର୍ ଲୁଗା ଗଦର୍ ଉପ୍ରେ ଡାବି ଜିସୁକେ ତାର୍ ଉପ୍ରେ ବସାଇଲାଇ ।
ଆମେ ଜାନୁ ସାସ୍ତରର୍ ବାକିଅ ସବୁ ଦିନର୍ ପାଇ ସତ୍ । ପର୍ମେସରର୍ ବାକିଅ ଜନ୍ଲକ୍ମନ୍ ଜାନିଆଚତ୍, ସେମନ୍କେ ପର୍ମେସର୍ ବଲି କୁଆ ଅଇଲାଆଚେ ।
ପର୍ତୁମ୍ ପର୍ତୁମ୍ ଜିସୁର୍ ସିସ୍ମନ୍ ଏ ବିସଇ ବୁଜି ନ ରଇଲାଇ । ମାତର୍ ଜିସୁ ଜେଡେବେଲା ମଲାଟାନେଅନି ଉଟ୍ଲା ପଚେ ଏ ସବୁଜାକ ଲେକା ଏତାଇଲାଇଜେ, ସାସ୍ତରେ ତାର୍ ବିସଇସେ ଲେକା ଅଇରଇଲା । ଆରି ସେମନ୍ ତାର୍ ପାଇ ସବୁ କାମ୍ କରିରଇଲାଇ ।
ଆମର୍ ମାପ୍ରୁ ଜିସୁକିରିସ୍ଟ ଜିବନ୍ ଦୁକାଇ ଅଇଲା ବିସଇ ତମେ ଜାନିଆଚାସ୍ । ସର୍ଗେ ସେ ବେସି ସାଉକାର୍ ଅଇରଇଲେ ମିସା ସେ ନିଜେ ଅର୍କିତ୍ ଅଇଆଇଲା । ଜେନ୍ତି କି ତାର୍ଲାଗି ତମେ ସାଉକାର୍ ଅଇସା ।