3 ଜିସୁ କେନ୍ତାର୍ ଲକ୍ ବଲି ଦେକ୍ବାକେ ଜକିୟ ମନ୍ କର୍ତେ ରଇଲା । ମାତର୍ ଜିସୁର୍ ସଙ୍ଗ୍ ବେସି ଲକ୍ମନ୍ ଜାଇତେ ରଇଲାଇକେ ତାକେ ଦେକିନାପାର୍ତେ ରଇଲା । କାଇକେବଇଲେ ସେ ବୁଟି ରଇଲା ।
ତେଇ କେତେଟା ମାଇଜିମନ୍ ମିସା କୁର୍ସେ ଅନି ଦୁରିକେ ଟିଆଅଇ ଦେକ୍ତେରଇଲାଇ । ସେମନ୍ ଅଇଲାଇନି, ମଗ୍ଦଲିନି ମରିୟମ୍, ସାନ୍ଟା ଜାକୁବ୍ ଆରି ଜସିର୍ ମା ମରିୟମ୍ ଆରି ସଲମି ।
ତମର୍ ବିତ୍ରେ ଏନ୍ତାରିଲକ୍ ନ ରଅତ୍, ଜେ କି ଚିନ୍ତାକରି ତାର୍ କଣ୍ଡେକ୍ ମିସା ଆଇସ୍ ବଡାଇ ପାର୍ସି ।
ତେଇ ଜକିୟ ନାଉଁର୍ ଗଟେକ୍ ମୁକିଅ ସିସ୍ତୁମାଙ୍ଗୁ ରଇଲା । ସେ ବେସି ସାଉକାର୍ ରଇଲା ।
ସେଟାର୍ ପାଇ ସେ, ଲକ୍ମନର୍ ଆଗ୍ତୁ ପାଲାଇ ଜାଇ ଜିସୁକେ ଦେକ୍ବାକେ ଗଟେକ୍ ଡୁମ୍ରି ଗଚେ ଚଗ୍ଲା । କାଇକେ ବଇଲେ ଜିସୁ ସେ ବାଟ୍ଦେଇ ଜିବାର୍ ରଇଲା ।
ଏରଦ୍ ଜିସୁକେ ଦେକି କରି ବେସି ସାର୍ଦା ଅଇଲା । କାଇକେ ବଇଲେ ଜିସୁର୍ ବିସଇ ଆଗ୍ତୁ ସୁନି ରଇଲା ଆରି ତାର୍ ମୁଆଟେ କାବା ଅଇଜିବା କାମ୍ ଦେକ୍ବାକେ ମନ୍ କର୍ତେରଇଲା ।
ସେମନ୍ ପିଲିପର୍ ଲଗେ ଆସି ତାକେ କଇଲାଇ, “ଏ ଆଗିଆଁ ଆମେ ଜିସୁକେ ଦେକ୍ବାକେ ମନ୍ କଲୁନି ।” ପିଲିପ୍ ବେତ୍ସାଇଦାର୍ ଲକ୍ ରଇଲା ।