25 ମାତର୍ ସେ ଲକ୍ମନ୍ ରାଜାକେ ପାଚାର୍ଲାଇ, “ଏ ଆଗିଆଁ ତାର୍ଟାନେ ଦସ୍ଟା ଆଚେ ଆରି ତାକେ କାଇକେ ଦେଉଁ ?”
ସେଟାର୍ ପାଇ ସାଉକାର୍ ମୁକିଅ ଗତିଦାଙ୍ଗ୍ଡାକେ ଡାକି କଇଲା, “ତୁଇ ଟିକ୍ ସଙ୍ଗ୍ ଇସାବ୍ପତର୍ କରୁସ୍ ନାଇ ବଲି ମୁଇ ବେସି କାତା ସୁନ୍ଲିନି । ମର୍ ସବୁ ଡାବୁର୍ ଇସାବ୍ ମକେ ଦେ । କାଇକେ ବଇଲେ ତୁଇ ଆରି ମର ମୁକିଅ ଗତିଦାଙ୍ଗ୍ଡାର୍ କାମେ ନ ରଉସ୍ ।”
ଆରି ସେ ଲଗେ ଟିଆଅଇଲା ଲକ୍ମନ୍କେ ରାଜା କଇଲା, “ତାର୍ ତେଇଅନି ଏ ଅଦ୍ଲି ମାଗିନେଇ ଜେ ଦସ୍ଟା ଅଦ୍ଲି ଲାବ୍କଲା ଆଚେ, ତାକେ ଦିଆସ୍ ।”
ସେ କଇଲା, “ମୁଇ ତମ୍କେ କଇଲିନି, ଜାକେ ଆଚେ ତାକେ ଅଦିକ୍ ଦିଆଅଇସି, ମାତର୍ ଜାର୍ ନାଇ, ତାର୍ତେଇ ରଇଲା ଅଲପ୍ ମିସା ଚାଡାଇ ନିଆଅଇସି ।