23 ସେନ୍ତାର୍ଆଲେ ମର୍ ସୁନାର୍ ଡାବୁ କାଇକେ ବେଁକେ ସଙ୍ଗଉସ୍ ନାଇ ? ସଙ୍ଗଇ ରଇଲେ ତେଇଅନି ମକେ କଲନ୍ତର୍ ମିଲ୍ତା ।”
ତେବେ ମର୍ ଟାଙ୍ଗାନେଇ ବିନ୍ ଲକ୍ମନ୍କେ କଲନ୍ତର୍ ଇସାବେ ଦେଇରଇଲେ ମିସା ତେଇଅନି ମକେ କଲନ୍ତର୍ ମିଲ୍ତା ।”
ସେ ରାଜା ରିସାଅଇ କଇଲା, “ଅଇରେ ଦାଙ୍ଗ୍ଡା, ତର୍ କାତା ଇସାବେ ଆକା ତକେ ବିଚାର୍ କର୍ବି । ମୁଇ ଲକ୍ମନ୍ ଜନ୍ଟା ଦେଇ ନ ରଇ ସେଟା ମାଗିନେବି, ଆରି ଜନ୍ତେଇ ବୁନି ନ ରଇ ତେଇଅନି କାଟ୍ବି, ସେଟା ଜାନିରଇଲୁସ୍ ।
ଆରି ସେ ଲଗେ ଟିଆଅଇଲା ଲକ୍ମନ୍କେ ରାଜା କଇଲା, “ତାର୍ ତେଇଅନି ଏ ଅଦ୍ଲି ମାଗିନେଇ ଜେ ଦସ୍ଟା ଅଦ୍ଲି ଲାବ୍କଲା ଆଚେ, ତାକେ ଦିଆସ୍ ।”