1 ଜିସୁ ଆରି ତାର୍ ସିସ୍ମନ୍ ଜିରିଅ ବାଟେ ଜାଇତେ ରଇଲାଇ ।
ତାର୍ପଚେ ଜିସୁ ଆରି ତାର୍ ସିସ୍ମନ୍ ଜିରିଅ ନାଉଁର୍ ଗଡେ କେଟ୍ଲାଇ । ସେ ଗଡ୍ ଚାଡିକରି ଗାଲାବେଲେ, ତିମାୟ ନାଉଁର୍ ଲକର୍ ପିଲା ବାର୍ତିମୟ ବଲି ଗଟେକ୍ କାଣା ଲକ୍ ବାଟ୍ପାଲି ବସି ବିକ୍ ମାଙ୍ଗ୍ତେରଇଲା ।
ଜିସୁ ଜିରିଅ ଗଡେ କେଟାକେଟି ଅଇଲାବେଲେ ଗଟେକ୍ କାଣା ବାଟ୍ପାଲି ବସି ବିକ୍ ମାଙ୍ଗ୍ତେ ରଇଲା ।
ତେଇ ଜକିୟ ନାଉଁର୍ ଗଟେକ୍ ମୁକିଅ ସିସ୍ତୁମାଙ୍ଗୁ ରଇଲା । ସେ ବେସି ସାଉକାର୍ ରଇଲା ।