9 ତେଇ ରଇଲା କେତେକ୍ ଲକ୍ମନ୍ ନିଜ୍କେ ମୁଇ ନିକ ଆଚି ବଲି ବାବିଅଇ ବିନ୍ଲକ୍କେ ଗିନ୍ କର୍ତେ ରଇଲାଇ । ସେନ୍ତି ଲକ୍ମନର୍ ବିସଇ ବୁଜାଇବାକେ ଜିସୁ ସେମନ୍କେ ଏ କାତାନି କଇଲା ।
ମାତର୍ ସେ ନିଜେ ଦରମ୍ଲକ୍ ବଲି ଦେକାଇବାକେ ମନ୍କରି ଜିସୁକେ ପାଚାର୍ଲା, “ତେବେ କେ ମର୍ ପଡିସାର୍ ଲକ୍ ?”
ତେଇ ପାରୁସି ଲକ୍ମନ୍ ଆରି ନିୟମ୍ ସିକାଇ ଦେବା ଲକ୍ମନ୍, ଏଟା ଦେକି ତାର୍ ବିରଦେ ଏନ୍ତି କଇବାର୍ ବସ୍ଲାଇ । “ଏ ଲକ୍କେ ଦେକା, ସେ ପାପି ଲକ୍ମନର୍ ସଙ୍ଗ୍ ମଇତର୍ ପାରା ଅଇ ତାକର୍ ସଙ୍ଗ୍ ମିସ୍ତେ କାଇଲାନି ।”
ଜିସୁ ସେମନ୍କେ କଇଲା, “ତମେ ଲକର୍ ମୁଆଟେ ନିକ ବଲି ଦେକାଇ ଅଇଲାସ୍ନି । ମାତର୍ ତମର୍ ମନ୍ବିତ୍ରେ କାଇଟା ଆଚେ ସେଟା ପର୍ମେସର୍ ଜାନିଆଚେ । ଜନ୍ ଦିନ୍ସୁ ଲକ୍ମନ୍ ବେସି ମୁଲିଅ ବଲି ବାବ୍ଲାଇନି ସେଟା ପର୍ମେସର୍ ଦେକ୍ବା ଇସାବେ ବେସି ଗିନର୍ ବିସଇ ।”
ପାରୁସି ଲକ୍ ନିଜେ ଅଲପ୍ ଦୁରିକେ ଟିଆଅଇ ଏନ୍ତି ପାର୍ତନା କର୍ବାର୍ ବସ୍ଲା, “ଏ ପର୍ମେସର୍ ମୁଇ ତମ୍କେ ଦନିଅବାଦ୍ ଦେଲିନି । ମୁଇ ବିନ୍ଲକର୍ପାରା ଲବ୍ରା ନାଇ କି ମିଚ୍ମାୟା ନାଇ କି ବେସିଆ କାମ୍ କରି ନାଇ । ଆରି ତକେ ଜୁଆର୍ କଲିନି ମୁଇ ଏ ସିସ୍ତୁମାଙ୍ଗୁ ପାରା ନଇ ।”
ସେଟା ଦେକି ତେଇ ରଇଲା ଲକ୍ମନ୍ ଜିସୁ ଗଟେକ୍ ପାପି ଲକର୍ ଗରେ କାଇବାକେ ଗାଲାନି ବଲି ଗୁର୍ମୁରି ଜାଇତେରଇଲାଇ ।
ସେଟା ଦେକିକରି ଜନ୍ ପାରୁସି ତାକେ ଡାକିରଇଲା, ସେ ମନେ ମନେ ବାବ୍ଲା, “ଜଦି ଏ ଲକ୍ ବବିସତ୍ବକ୍ତା ଅଇରଇତା ବଇଲେ, ଆକେ ଜେ ଚିଇଲାନି, ସେ କେ ଆରି ସେଟା କେନ୍ତାର୍ ମାଇଜି, ବଲି ଜାନ୍ତା । କାଇକେବଇଲେ ସେ ଗଟେକ୍ ପାପି ମାଇଜି ।”
ଜିଉଦିମନ୍ ଜିସୁକେ ପାଚାର୍ଲାଇ, “ତୁଇ ଗଟେକ୍ ସମିରଣିୟ ଲକ୍, ତକେ ଗଟେକ୍ ଡୁମା ଦାର୍ଲା ଆଚେ ବଲି ଆମେ କଇଲା କାତା ସତ୍ ନଏଁ କି ?”
ସେମନ୍ ସାଇପ୍ ଦେଇ କଇଲାଇ, “ତୁଇ କାଇ ତାର୍ ସିସ୍ ଅଇସୁ, ଆମେ ନଉଁ, ଆମେ ମସାର୍ ସିସ୍ମନ୍ ।
ସେବେଲା ଜିଉଦି ନେତାମନ୍ କଇଲାଇ, “ତୁଇ ପାପେ ଜନମ୍ ଅଇକରି ପୁରାପୁରୁନ୍ ପାପେ ବୁଡି ଆଚୁସ୍ । ତେଇଅନି ତୁଇ ବାଅଡ୍ । ଆମ୍କେ ସିକାଇଲୁସ୍ନି ?” ଏନ୍ତି କଇକରି ସେମନ୍ ତାକେ ଜିଉଦିମନର୍ ପାର୍ତନା ଗରେଅନି ବାର୍କରାଇଦେଲାଇ ।
ମାପ୍ରୁ ମକେ କଇଲା, “ଜାଆ ମୁଇ ତକେ ବେସି ଦୁରିକେ ଜିଉଦି ନଇଲା ଲକ୍ମନର୍ ଲଗେ ପାଟାଇବି ।”
ଲକ୍ମନ୍କେ ନିଜର୍ ମୁଆଟେ ଦରମ୍ ବଲାଇ ଅଇବାକେ, ପରମେସର୍ ଜନ୍ ଜଜ୍ନା କଲା, ସେଟା ସେମନ୍ ନିଚ୍ଲାଇ । ମାତର୍ ନିଜେ ଜଜ୍ନା ତିଆର୍ କରି, ନିୟମର୍ ବାଟେ ଇଣ୍ଡ୍ଲାଇ ।
ତେବେ ତମେ କାଇକେ ଅବ୍କା ସାଗ୍ଡାଲ୍ କାଇବା ବାଇମନ୍କେ ବିଚାର୍ କଲାସ୍ନି ? ଆରି ଜନ୍ଲକ୍ମନ୍ ସବୁ ରକାମ୍ କାଦି କାଇଲାସ୍ନି, ଅବ୍କା ସାଗ୍ଡାଲ୍ କାଇବା ଲକ୍ମନ୍କେ କାଇକେ ଗିନ୍ କଲାସ୍ନି ? କାଇକେବଇଲେ ଆମେ ସବୁଲକ୍ ପରମେସରର୍ ମୁଆଟେ ଟିଆ ଅଇଲେ, ସେ ଆମ୍କେ ବିଚାର୍ କର୍ସି ।
ଜନ୍ ଲକ୍ମନ୍ ସବୁଜାକ କାଇବାଇ, ସେମନ୍ ଆମେ ଅବ୍କା ସାଗ୍ଡାଲ୍ କାଇବା ଲକର୍ଟାନେଅନି ବଡ୍ ବଲି ବାବ୍ବାର୍ ନାଇ । ସେନ୍ତାରିସେ ଜନ୍ଲକ୍ମନ୍ ଅବ୍କା ସାଗ୍ଡାଲ୍ସେ କାଇବାଇ, ସେମନ୍ ଆମେ ସବୁରକାମର୍ କାଦିକାଇବା ଲକ୍ମନର୍ଟାନେଅନି ବଡ୍ ବଲି ବାବ୍ବାର୍ନାଇ । କାଇକେବଇଲେ ପର୍ମେସର୍ ଦୁଇ ଦଲର୍ ଲକ୍ମନ୍କେ ମିସା ବାଚ୍ଲା ଆଚେ ।
ଗଟେକ୍ ବେଲାଇ, ମୁଇ ନିୟମ୍ ନାଜାନି କରି ଜିଇତେ ରଇଲି, ନିୟମ୍ ଜାନ୍ଲା ପଚେ ପାପ୍ ପୁର୍ଲା,