41 କାଣା ବିକାରି ଜିସୁର୍ ଲଗେ ଆଇଲାଜେ, ଜିସୁ ତାକେ ପାଚାର୍ଲା, “ମୁଇ ତର୍ପାଇ କାଇଟା କର୍ବି ବଲି ମନ୍ କଲୁସ୍ନି ?” ସେ ଜିସୁକେ “ଏ ମାପ୍ରୁ, ମକେ ଦେକ୍ବା ବପୁ ଦିଆ । ସେନ୍ତି ମକେ ନିମାନ୍ କରିଦେ ।” ବଲି କଇଲା ।
ଜିସୁ ତାର୍ କାତା ସୁନି ଟିଆ ଅଇଲା ଆରି, “ତାକେ ମର୍ ଲଗେ ଆନା” ବଲି ଆଦେସ୍ ଦେଲା ।
ତେବେ ଜିସୁ ତାକେ କଇଲା, “ତୁଇ ଦେକ୍ବାକେ ପାଆ ! ମୁଇ ତର୍ ଆଁକି ନିକ କର୍ବି କାଇକେ ବଇଲେ, ତୁଇ ମର୍ତେଇ ବିସ୍ବାସ୍ କରି ଆଚୁସ୍ ।”
ମାତର୍ ଆମେ ଜଦି ନ ଡିସ୍ବା ବିସଇ ଆସାକର୍ବୁ, ତେବେ ଆମ୍କେ ସାଆସ୍ ସଙ୍ଗ୍ ଜାଗ୍ବାକେ ପଡ୍ସି ।
କାଇ ବିସଇ ନେଇକରି ମିସା ଚିନ୍ତା କରି ଦାନ୍ଦା ଉଆନାଇ । ତାର୍ ବାଦୁଲେ ସବୁ ଗଟ୍ନା ଅଇଲା ବେଲେ, ତମ୍କେ ଜାଇଟା ଲଡା ଆଚେ, ସେ ବିସଇ ପର୍ମେସର୍କେ ଗୁଆରି କରା । ଆରି ପାର୍ତନା କଲାବେଲେ, ତାକେ ଦନିଅବାଦ୍ ମିସା ଦିଆସ୍ ।