29 ଜିସୁ ସେମନ୍କେ କଇଲା, “ଉଁ ମୁଇ ତମ୍କେ ସତ୍କାତା କଇଲିନି । ଜନ୍ ଲକ୍ ପର୍ମେସରର୍ ରାଇଜ୍ ପାଇ ନିଜର୍ ଗର୍ଦୁଆର୍, ମାଇଜିପିଲା, ବାଇବଇନି, ମାଆବାବା ଆରି ପିଲାଟକିକେ ଚାଡି ଆଚେ ବଇଲେ,
ମାତର୍ ତମେ ତାର୍ ରାଇଜ୍ ଆରି ସେ ତମର୍ଟାନେଅନି କାଇଟା ମନ୍ କଲାନି, ସେ ବିସଇ କଜା । ସେନ୍ତାର୍ କଲେ, ସେ ତମ୍କେ ଲଡାକେ ଆଇବା ସବୁ ବିସଇ ଜାଗାଇ ଦେଇସି ।
ଆରି ଗଟେକ୍ ଲକ୍ କଇଲା, “ମୁଇ ନୁଆରେ ବିବା ଅଇଆଚି, ତେବେ ମୁଇ ଆସି ନାପାରି ।”