2 ଗଟେକ୍ ଗଡେ ଗଟେକ୍ ବିଚାର୍ କାରିଆ ଲକ୍ ରଇଲା । ସେ ପର୍ମେସର୍କେ ନ ଡର୍ତେ ରଇଲା, କି ଲକ୍ମନ୍କେ ନ ନାମ୍ତେ ରଇଲା ।
ସେ ଗଡେ ଗଟେକ୍ ରାଣ୍ଡି ମାଇଜି ମିସା ରଇଲା । ସେ ସବୁ ବେଲେ ବିଚାର୍ କାରିଆର୍ ଲଗେ ଜାଇ ଏନ୍ତି କଇତେ ରଇଲା, ଗଟେକ୍ ଲକ୍ ମର୍ ବିରଦି ଅଇଲା ଆଚେ । ଏ ବିସଇନେଇକରି ତମେ ମର୍ ବିରଦିକେ ବିଚାର କରା । ଜେନ୍ତିକି, ସେ ମକେ ନିଆଇ ଇସାବେ ଚଲାଚଲ୍ତି କର୍ସି ।
ଏନ୍ତି ବେସି ଦିନ୍ ସେ ବିଚାର୍କାରିଆ ନିଆଇ କର୍ବାକେ ମନ୍ ନ କଲେ ମିସା, ସେ ଦିନ୍କେ ଆସି ବେମ୍ଜା କର୍ତେରଇଲା । ମାତର୍ ସେ ବିଚାର୍କାରିଆ ଲକ୍ ମନେ ମନେ ବାବ୍ଲା, “ମୁଇ ପର୍ମେସର୍କେ ଡରି ନାଇକି ଲକ୍ମନ୍କେ ନାମି ନାଇ ।
ତାର୍ ପଚେ ସାଉକାର୍ ମନେ ମନେ ବାବ୍ଲା, “ଏବେ ମୁଇ କାଇଟା କର୍ବି ? ମୁଇ ବେସି ଆଲାଦ୍ କର୍ବା ମର୍ ପିଲାକେ ପାଟାଇବି । ବାଇଦରେ ସେମନ୍ ତାକେ ମାନ୍ବାଇ ।”
ଆମ୍କେ ଜନମ୍ ଦେଲା ବାବାମନ୍ ଡଣ୍ଡ୍ ଦେଇରଇଲାଇ ଆରି ସେଟାର୍ପାଇ ଆମେ ସେମନ୍କେ ମାନିଅ କର୍ତେରଇଲୁ । ସେନ୍ତାର୍ଆଲେ ସର୍ଗେ ରଇବା ଆମର୍ ବାବାକେ ଆମେ କେତେକ୍ ଅଦିକ୍ ନିଜ୍କେ ସର୍ପିଅଇ ବଁଚ୍ବୁ ?