18 ଦିନେକ୍ ଗଟେକ୍ ଜିଉଦି ନେତା ଜିସୁକେ ପାଚାର୍ଲା, “ଏ ନିମାନ୍ ଗୁରୁ ! ନ ସାର୍ବା ଜିବନ୍ ମିଲାଇବାକେ ମୁଇ କାଇଟା କର୍ବାର୍ ଆଚେ ?”
ଜିସୁ ତାକେ କଇଲା, ମକେ କାଇକେ ନିମାନ୍ ବଲି କଇଲୁସ୍ନି ? କାଇକେ ବଇଲେ ପର୍ମେସର୍ ଗଟେକ୍ ଲକ୍ସେ ନିମାନ୍ ।
“ଆରି ତମେ କାଇକେ ମକେ ଏ ମାପ୍ରୁ ଏ ମାପ୍ରୁ, ବଲି ଡାକିକରି ମର୍ ଆଦେସ୍ ମାନାସ୍ ନାଇ ?
ତାର୍ ପଚେ ସେମନ୍କେ ବାଇରେ ନେଇ ପାଚାର୍ଲା, “ଆଗିଆଁମନ୍ ! ପର୍ମେସରର୍ ଡଣ୍ଡେଅନି ରକିଆ ପାଇବାକେ ମୁଇ କାଇଟା କର୍ବାର୍ ଆଚେ ?”
ଏ କାତା ପିତର୍ଟାନେଅନି ସୁନ୍ଲା ସବୁ ଲକ୍ମନ୍ ତାକର୍ ନିଜର୍ ବୁଲ୍ ଏତାଇକରି ମନ୍ ବିତ୍ରେ କିଲ୍ବିଲ୍ ଅଇଗାଲାଇ । ସେମନ୍ ପିତର୍କେ ଆରି ପେରିତ୍ମନ୍କେ ପାଚାର୍ଲାଇ, “ଏ ବାଇମନ୍ ଏନ୍ତାର୍ ବଲି କଇଲେ ଆମେ କାଇଟା କର୍ବାର୍ ଆଚେ ?”