15 ଆରି ଗଟେକ୍ ଦିନେ ଲକ୍ମନ୍ ତାକର୍ ସାନ୍ସାନ୍ ପିଲାମନ୍କେ “ଜିସୁ ଚି କରି ଆସିର୍ବାଦ୍ କର ।” ବଲି ଆନ୍ତେ ରଇଲାଇ । ସିସ୍ମନ୍ ସେଟା ଦେକି ଲକ୍ମନ୍କେ ଲାଗ୍ଲାଇ ।
ମାତର୍ ଜିସୁ ପିଲାମନ୍କେ ଲଗେ ଡାକି, ସିସ୍ମନ୍କେ କଇଲା, “ପିଲାମନ୍କେ ମର୍ ଲଗେ ଆନ୍ବାକେ ମନାକରା ନାଇ । କାଇକେ ବଇଲେ ସରଗ୍ ରାଇଜ୍ ଏନ୍ତି ସାନ୍ ସାନ୍ ପିଲାମନର୍ ପାରା ବିସ୍ବାସ୍ କର୍ବା ଲକ୍ମନର୍ପାଇସେ ।
ଏଟାଦେକି ଜାକୁବ୍ ଆରି ଜଅନ୍ କଇଲାଇ, “ମାପ୍ରୁ ଏଲିୟ ମିସା ଜେନ୍ତି କରିରଇଲା, ସେନ୍ତାର୍ସେ ଆମେ ବାଦ୍ଲେଅନି ଜଇ ଅଦ୍ରାଇ ସେମନ୍କେ ନାସ୍କର୍ବାକେ ତମେ ମନ୍ କଲାସ୍ନି କି ?”