10 ଦିନେକ୍ ଦୁଇଲକ୍ ପାର୍ତନା କର୍ବାକେ ଗଟେକ୍ ମନ୍ଦିରେ ଗାଲାଇ । ଗଟେକ୍ ଲକ୍ ପାରୁସି ଦଲର୍ ଲକ୍ ଆରି ଗଟେକ୍ ସିସ୍ତୁମାଙ୍ଗୁ ।
ପିଲିପ୍ ଆରି ବାର୍ତଲମି, ତମା ଆରି ସିସ୍ତୁମାଙ୍ଗୁମନ୍ ମାତିିଉ, ଆଲ୍ପିର୍ ପଅ ଜାକୁବ୍ ଆରି ତଦିୟ,
ସେମନ୍କେ କଇଲା, “ଦରମ୍ ସାସ୍ତରେ ଏନ୍ତାରି ଲେକାଅଇଲା ଆଚେ, ମର୍ ଗର୍ ପାର୍ତନା ଗର୍ ଅଇସି । ମାତର୍ ତମେ ସେଟା ଚର୍ମନର୍ ଲୁଚ୍ବା ଜାଗା କରିଆଚାସ୍ ।”
ଆଗେଅନି ମୁଇ ଜିଉଦି ନିୟମ୍ ସବୁ ମାନିକରି ପାରୁସିମନର୍ ପାରା ଚଲାଚଲ୍ତି କଲିଆଚି, ସେ ବିସଇ ସେମନ୍ ସାକି ଦେଇପାରତ୍ ।”
ଗଟେକ୍ ଦିନେ ପିତର୍ ଆରି ଜଅନ୍ ପାର୍ତନା କର୍ବାକେ ମନ୍ଦିରେ ଗାଲାଇ, ଜେଡେବେଲେ କି ପାର୍ତନା କର୍ବା ବେଲା ମୁଇଦାନିଆ ତିନ୍ ଗଁଟା ଅଇରଇଲା ।
ପର୍ମେସର୍ ଆମର୍ ଆନିଦାଦିମନ୍କେ ତିଆର୍ଲାପାରା ଗଟେକ୍ ଆଟ୍ ଅଇଲାକେ ମକେ ସୁନତ୍ କରିରଇଲାଇ । ମୁଇ ଗଟେକ୍ ଇସ୍ରାଏଲର୍ ଲକ୍ । ଦେକ୍ବାକେ ଗାଲେ ମୁଇ ବେନ୍ଜାମିନ୍ କୁଟୁମର୍ ଲକ୍ । ମୁଇ ଗଟେକ୍ ଏବ୍ରିଅ ଆରି ଆମର୍ ଆନିଦାଦିମନ୍ ମିସା ଏବ୍ରିଅ ରଇଲାଇ । ମସାର୍ ରିତିନିତି ମାନ୍ବାକେ ଗଟେକ୍ ପାରୁସି ପାରା ରଇଲି ।