36 ଦୁଇ ଲକ୍ ପଦାଇ ରଇବାଇ, ଗଟେକ୍ ଲକ୍କେ ନେବି, ଆରି ଗଟେକ୍ ଲକ୍କେ ଚାଡିଦେବି ।”
ସେ ବେଲାଇ ପଦାଇ ପାଇଟି କର୍ତେ ରଇବା ଦୁଇ ଲକର୍ ବିତ୍ରେ ଅନି ଗଟେକ୍ ଲକ୍କେ ବାଚ୍ବାଇ ଆରି ଗଟେକ୍ ଲକ୍କେ ଚାଡିଦେବାଇ ।
ତାର୍ପଚେ ସିସ୍ମନ୍ ଜିସୁକେ ପାଚାର୍ଲାଇ, “ଏ ମାପ୍ରୁ ଏଟା କନ୍ତି ଗଟ୍ସି ?” ଜିସୁ ସେମନ୍କେ କଇଲା, “ଜନ୍ତି ମଡା ରଇସି, ତେଇ ମଡ୍କାଉ ଗିଦ୍ମନ୍ ରୁଣ୍ଡିରଇବାଇ ।”