28 ଲତ୍ ନାଉଁର୍ ଗଟେକ୍ ଲକର୍ ବେଲେ ମିସା ସେନ୍ତାର୍ ପାରା ଅଇରଇଲା । ଲକ୍ମନ୍ ସବୁ ଦିନର୍ ପାରାସେ କାଆ ପିଇ, ବିକାବିକ୍ରି, ଗଚ୍ରପା ଆରି ଗର୍ବାନ୍ଦାତେଇ ଲାଗିରଇଲାଇ ।
ଜିସୁ ମନ୍ଦିର୍ ବିତ୍ରେ ପୁରିକରି ତେଇ ଗେନା ବିକା କର୍ତେ ରଇବା ସବୁ ଲକ୍ମନ୍କେ ବାର୍କରାଇ ଦେଲା । ଡାବୁ ବାଦ୍ଲାଉମନର୍ ଟେବୁଲ୍ ଆରି ପରୁଆ ବିକୁମନର୍ ବସ୍ବାଟା ପାସ୍ଲାଇ ଦେଲା ।
ସେବେଲାଇ ନଅ ବଡେଟା ପାନିଜାଜେ ପୁର୍ବା ଦିନ୍ ଜାକ ଲକ୍ମନ୍ ଅବ୍କାସେ ରଇଲାଇ । ସେମନ୍ ବଜି କର୍ବାର୍, ଦାଙ୍ଗ୍ଡି ଆନ୍ବାର୍, ଆରି ଦାଙ୍ଗ୍ଡି ଦେବାର୍ କର୍ତେ ରଇଲାଇ । ପଚେ ବେସି ପାନିଅଇ ସବୁ ଡାବିଅଇଲା । ନଅ ଆରି ତାର୍ କୁଟୁମର୍ ଲକ୍କେ ଚାଡି ସବୁ ଲକ୍କେ ପାନି ବୁଡାଇ ପାକାଇଲାଇ ।
ମାତର୍ ଲତ୍ ସଦମ୍ ନାଉଁର୍ ଗଡେଅନି ବାରଇକରି ଜିବା ଦିନେ ସେ ବାଦ୍ଲେଅନି ଜଇ ଆରି ଗନ୍ଦ୍ଗୁଲା ଆସି ଲତ୍ ଆରି ତାର୍ କୁଟୁମର୍ ଲକ୍କେ ଚାଡି ସେ ଗଡର୍ ସବୁ ଲକ୍କେ ମରାଇ ଦେଲା ।