23 ଲକ୍ମନ୍ ତମ୍କେ କଇବାଇ, ପର୍ମେସରର୍ ଟାନେଅନି ଆଇଲା ନର୍ପିଲା ଇତି ଆଚେ ସିତି ଆଚେ ବଲି । ତମେ ସେଟା ଦେକ୍ବାକେ ନ ଜାଆ । ତମେ କନ୍ତି ଆଚାସ୍ ତେଇସେ ରୁଆ ।
ଆରି ପର୍ମେସର୍ ଇତି ସାସନ୍ କଲାନି ନଇଲେ ସିତି ସାସନ୍ କଲାନି ବଲି କଇବାର୍ ନାପାରାସ୍ । କାଇକେ ବଇଲେ, ଲକ୍ମନର୍ ମନ୍ ବିତ୍ରେ ପର୍ମେସର୍ ସାସନ୍ କର୍ସି ।”
ଜିସୁ ସେମନ୍କେ କଇଲା, “ଜାଗ୍ରତ୍ଅଇକରି ରୁଆ, ନାଡାଇ ଉଆ ନାଇ । ବେସି ଲକ୍ ମର୍ ନାଉଁଦାରି ଆସି କଇବାଇ, ‘ମୁଇ ସେ ଆକା ।’ ବେଲା କେଟ୍ଲା ଆଚେ, ମାତର୍ ତମେ ସେମନର୍ ପଚେ ଜାଆ ନାଇ ।