17 ଜିସୁ ତାକେ କଇଲା, “ମୁଇତା ଦସ୍ଲକ୍କେ ନିମାନ୍ କରି ରଇଲି । ତକେ ଗଟେକ୍ ଲକ୍କେ ଚାଡି ଆରି ନଅ ଲକ୍ କେନେ ଗାଲାଇ ?
ସେ ପାଲାଇ ଆସି ଜିସୁର୍ ପାଦେ ଅଦର୍ଲା “ତମେ ମକେ ନିମାନ୍ କରିଆଚାସ୍” ବଲି ଦନିଅବାଦ୍ କଲା । ସେ ଜିଉଦି ଲକ୍ ନଏଁ । ସେ ସମିରଣିୟ ବଲି ଗଟେକ୍ ଜାଗାର୍ ଲକ୍ ।
ନିମାନ୍ ଅଇଲା ପଚେ ବାଉଡି ଆସି ପର୍ମେସର୍କେ ଦନିଅବାଦ୍ କର୍ବାକେ ଏ ଗଟେକ୍ ସମିରଣିୟ ଲକ୍ସେ ରଇଲା କି ?”
ସେମନ୍ ପରମେସର୍କେ ଜାନିକରି ମିସା ନିକ ନାମତ୍ ନାଇ କି ତାକେ କାଇ ବିସଇ ନେଇକରି ମିସା ଦନିଅବାଦ୍ ଦେଅତ୍ ନାଇ । ସେମନ୍ ଚିନ୍ତା କର୍ବାଟା ସବୁ କାରାପ୍ ଆରି ତାକର୍ ଚୁଚାଇ ରଇବା ମନ୍, ଆନ୍ଦାରେ ଆଚେ ।