ଲୁକ୍ 17:14 - ସତିଅର୍ ବାଟ୍ ନୁଆ ନିୟମ୍ 202014 ଜିସୁ ସେମନ୍କେ ଦେକି କରି କଇଲା, “ତମେ ଜାଇକରି ପର୍ମେସରର୍ ପୁଜାରିମନ୍କେ ତମର୍ ଗାଗଡ୍ ଦେକାଆ । ତମେ ନିମାନ୍ ଅଇଲାସ୍ କି ନାଇ ବଲି ସେମନ୍ ଦେକତ୍ ।” ପଚେ ସେ ଦସ୍ ଲକ୍ ପର୍ମେସରର୍ ପୁଜାରିମନର୍ ଲଗେ ଜିବା ବେଲେ, ବାଟେ ନିମାନ୍ ଅଇଗାଲାଇ । အခန်းကိုကြည့်ပါ။ |