10 ସେନ୍ତାରି ତମ୍କେ କଇରଇଲା ସବୁ ବିସଇ କରିସାରାଇଲା ପଚେ ତମେ କଇବାର୍ ଆଚେ । ଆମେ ଅବ୍କା ଗତିଦାଙ୍ଗ୍ଡାମନ୍, ଆମର୍ ଜେତ୍କି କର୍ବାର୍ ରଇଲା, ସେତ୍କିସେ ଆମେ କରିଆଚୁ।”
ଏ କାମ୍କେ ନଇଲା ଚାକର୍କେ ବାଇରେ ଦାରିଜା ଆରି ଆନ୍ଦାରେ ପଙ୍ଗିଦିଆସ୍ । ତେଇ ସେ କିଲିବିଲିଅଇ ଦାତ୍ କାତ୍ରି ମାରି ଚପି ଅଇ କାନ୍ଦ୍ସି ।
ଜିସୁ ତାର୍ ସିସ୍ମନର୍ ସଙ୍ଗ୍ ଜିରୁସାଲମେ ଜିବା ବେଲେ ସେ ଗାଲିଲି ଆରି ସମିରଣ ଜିଲାର୍ ମଜାଇ କେଟ୍ଲା ।
ଆରି ତୁଇ ସେ ଗତିଦାଙ୍ଗ୍ଡାକେ ‘ସବୁ କାମ୍ କରି ସାରାଇଲୁସ୍ !’ ବଲି ଦନିଅବାଦ୍ ଦେଇସୁ କି ? ନାଇ ନ ଦେଉସ୍ ।
ତାକେ କାଇଟା ଉନା ନାଇ । ସେ ଆମର୍ ରୁଣି ଅଇବାକେ, ତାକେ କାଇଟା ଦେଇ ନାପାରୁ ।
ସେମନ୍ ସବୁ ଲକ୍ ପରମେସର୍ଟାନେଅନି ଅନି ଦୁରିକେ ଜାଇ ଆଚତ୍ । ସେମନ୍ ବାଟ୍ ବାନା ଅଇଗାଲାଇ ଆଚତ୍ । କେ ଗଟେକ୍ ଲକ୍ ମିସା ସତ୍ କାମ୍ କରତ୍ ନାଇ ।
ଗଟେକ୍ ବେଲାଇ ସେ ତର୍ପାଇ ଅବ୍କା ରଇଲା । ମାତର୍ ଏବେ ଆମର୍ ଦୁଇଲକର୍ ଲଡାକେ ଲାଗ୍ବା ଲକ୍ ଅଇଲା ।