31 ଅବ୍ରାମ୍ ତାକେ କଇଲା, “ତର୍ ବାଇମନ୍ ମସାର୍ ଆରି ବବିସତ୍ବକ୍ତାମନର୍ କାତା ନ ସୁନତ୍ ବଇଲେ ମଲାଟାନେଅନି ଉଟିକରି ଗଟେକ୍ ଲକ୍ ଜାଇ କଇଲେ ମିସା ସେମନ୍ ନ ମାନତ୍ ।”
ଆରି ସେ ସାଉକାର୍ ଅବ୍ରାଆମ୍କେ କଇଲା, “ସେତ୍କି ନଏଁ ବାବା, ମଲାଟାନେଅନି ଉଟିକରି ଗଟେକ୍ ଲକ୍ ଜାଇ କଇଲେ ସେମନ୍ ବିସ୍ବାସ୍ କରି ପାପେଅନି ମନ୍ ବାଉଡାଇବାଇ ।” ବଲି କଇଲା ।
ଦିନେକ୍ ଜିସୁ ତାର୍ ସିସ୍ମନ୍କେ କଇଲା, “ଏ ଦୁନିଆଇ ସବୁ ବେଲା ଲକ୍ମନ୍କେ ପାପ୍ କରାଇବାକେ କାଇଆଲେ ପରିକା ଆଇସି । ମାତର୍ ଜନ୍ ଲକ୍ ଏନ୍ତି ବିନ୍ ଲକ୍କେ ପାପ୍ କରାଇସି, ସେମନ୍କେ କେତେକ୍ କସ୍ଟର୍ ଦସା ଅଇସି । କାଇକେବଇଲେ ପର୍ମେସର୍ ସେମନ୍କେ ବେସି ବଡ୍ ଡଣ୍ଡ୍ ଦେଇସି ।
ମାତର୍ ସେ ଜନ୍ଟା ଲେକିଆଚେ, ତେଇ ଜଦି ତମର୍ ବିସ୍ବାସ୍ ନାଇ ବଇଲେ, ମୁଇ ଜନ୍ଟା କଇଲିନି, ସେଟା କେନ୍ତି ବିସ୍ବାସ୍ କର୍ସା ?”
ତାର୍ ପଚେ ପାଉଲ୍ ତିନ୍ ମାସ୍ ଜାକ ନ ଡର୍ତେ ପାର୍ତନା ଗରେ କାତାବାର୍ କରି ପରମେସରର୍ ରାଇଜ୍ ବିସଇ ସେମନର୍ ମନେ ବିସ୍ବାସ୍ ଜନ୍ମାଇବାକେ ଚେସ୍ଟା କଲା ।
ଆଗ୍ରିପା ପାଉଲ୍କେ କଇଲା, “ଏ ଅଲପ୍ ବେଲା ବିତ୍ରେ ତୁଇ କାଇ ମକେ ବିସ୍ବାସି କରିଦେବି ବଲି ବାବ୍ଲୁସ୍ନି କି ?”
ସେମନ୍ ଗଟେକ୍ଦିନ୍ ଟିକ୍ କଲାଇ ଆରି ଟିକ୍ କଲା ଦିନେ ସେମନର୍ ବିତ୍ରେଅନି ବେସି ଲକ୍ ପାଉଲ୍ ରଇବା ଜାଗାଇ ଆଇଲାଇ । ପାଉଲ୍ ସେମନ୍କେ ସାକାଲେଅନି ସଞ୍ଜ୍ଜାକ ପରମେସର୍ ରାଇଜ୍ ବିସଇ ବୁଜାଇଦେଲା ଆରି ମସାର୍ ରିତିନିତି ଆରି ବବିସତ୍ବକ୍ତାମନ୍ ଲେକ୍ଲା ସାସ୍ତରର୍ ବାକିଅ ଦେକାଇକରି ଜିସୁର୍ ବିସଇ ବୁଜାଇଲା ।
ଜଦି ଆମେ ଜାନାଇବା ସୁବ୍କବର୍ ନ ବୁଜ୍ବା ଲକ୍ ଆଚତ୍, ସେନ୍ତାର୍ ଆଲେ ସେମନ୍ସେ ଆଜିଜାଇରଇବା ଲକ୍ ।
ଆମେ ଜାନିଆଚୁ ମାପ୍ରୁ ଆମ୍କେ ବିଚାର୍ କର୍ବାବେଲେ ଗଟେକ୍ ଡର୍ବା ବେଲା ଅଇସି । ସେଟାର୍ପାଇ ଆମେ ଲକ୍ମନ୍କେ ମାନାଇଲୁନି । ପର୍ମେସର୍ ଆମ୍କେ ପୁରାପୁରୁନ୍ ଜାନ୍ଲାନି । ଆରି ମୁଇ ଆସା କଲିନି ତମେ ମିସା ତମର୍ ମନେ ମନେ ମକେ ଜାନିରୁଆ ।